ଦେଶ ବିଦେଶ ମନୋରଞ୍ଜନ

ଦିଶାଙ୍କ ବୋଲ୍ଡ ଲୁକ୍‌ ଦେଖି ଦିୱାନା ହେଲେ ଫ୍ୟାନ୍ସ, କହିଲେ- ବଲିଉଡ୍‌ର ବିକିନି ଗର୍ଲ

ନୂଆଦିଲ୍ଳୀ ୨୦।୦୬ : ଦିଶା ପାଟାନି ତାଙ୍କ ଫିଲ୍ମ କ୍ୟାରିୟରରେ ଅନେକ ନାମ ଅର୍ଜନ କରିଛନ୍ତି। ଫିଲ୍ମରେ ଯେଉଁଭଳି ବି ଭୂମିକା ନିଅନ୍ତୁ ନା କାହିଁକି ସେ ସବୁ ଆଡେ ତାଙ୍କ ସ୍ଥାନ ସୃଷ୍ଟି କରିଛନ୍ତି। ଅଭିନୟ ବ୍ୟତୀତ ଦିଶା ପାଟାନି ତାଙ୍କ ଗ୍ଲାମରସ୍ ଲୁକ୍ ଷ୍ଟାଇଲ୍‌ ଏବଂ ଷ୍ଟଣ୍ଟ ପାଇଁ ଚର୍ଚ୍ଚାରେ ଥାଆନ୍ତି। ବାସ୍ତବ ଜୀବନ ସହିତ, ଦିଶାଙ୍କ ଅଧିକାଂଶ ବୋଲ୍ଡ ଲୁକ୍‌କୁ ପ୍ରଶଂସକମାନେ ପରଦାରେ ମଧ୍ୟ ଦେଖନ୍ତି। ସୋସିଆଲ ମିଡିଆରେ ଦିଶା ବହୁତ ଆକ୍ଟିଭ୍। […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଦେଶରେ ବଢୁଛି ସଂକ୍ରମଣ, ୨୪ ଘଣ୍ଟାରେ ବାହାରିଲେ ୧୨ ହଜାରରୁ ଅଧିକ କରୋନା ପଜିଟିଭ୍

ନୂଆଦିଲ୍ଲୀ ୨୦/୦୬: ଉପର ମୁହାଁ କରୋନା ଗ୍ରାଫ୍। ଦେଶରେ ପୁଣି ବଢିଛି ସଂକ୍ରମଣ। ଏବେ କରୋନା ସଂକ୍ରମଣ ବଢିବା ଆରମ୍ଭ କରିଛି । ମୃତ୍ୟୁସଂଖ୍ୟାରେ ବି ଲାଗୁନି ବ୍ରେକ୍ । ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ଓ ପରେ ୧୦ ହଜାର ତଳକୁ ଖସିବା ପରେ ପୁଣି ବଢିଛି । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୨୦୦୦ରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ସ୍ୱାସ୍ଥ୍ୟ […]

ଅପରାଧ ରାଜ୍ୟ

ଜଙ୍ଗଲରୁ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର, ମିଳିନି ମୃତକଙ୍କ ପରିଚୟ

ବିନିକା ୨୦।୬: ଜଙ୍ଗଲରୁ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଛି । ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ବାଉଁଶୁଣୀ ନିକଟରେ ଥିବା ଡୁଗୁମାଳି ଜଙ୍ଗଲରୁ ମୃତଦେହ ମିଳିଛି । ମୃତକଙ୍କ ପରିଚୟ ମିଳିପାରିନାହିଁ । ସୂଚନାଯୋଗ୍ୟ ଯେ, ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ବାଉଁଶୁଣୀ ନିକଟରେ ଥିବା ଡୁଗୁମାଳି ଜଙ୍ଗଲରୁ ଅର୍ଦ୍ଧଦଗ୍ଧ ମୃତଦେହ ଦେଖିବାକୁ ମିଳିଥିଲା । ସ୍ଥାନୀୟ ଲୋକେ ମୃତଦେହ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅର୍ଦ୍ଧଦଗ୍ଧ ମୃତଦେହ ଜବତ […]

ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

ଜଗନ୍ନାଥ ପ୍ରେମୀଙ୍କ ଭକ୍ତିକୁ କୁଠାରଘାତ, ଇସ୍କନ ଜାରି କଲା ମହାପ୍ରଭୁଙ୍କ ଅନବସରର ବ୍ୟଙ୍ଗ ଚିତ୍ର: ଶ୍ରୀମନ୍ଦିର ସେବାୟତଙ୍କ ବିରୋଧ

ପୁରୀ,୨୦/୦୬: ମହାପ୍ରଭୁଙ୍କ ଅନବସର ନେଇ ଇସ୍କନ ପକ୍ଷରୁ ଜାରି ହୋଇଥିବା ଏକ ବ୍ୟଙ୍ଗଚିତ୍ରକୁ ଶ୍ରୀମନ୍ଦିର ସେବାୟତମାନେ ବିରୋଧ କରିଛନ୍ତି । ଏହି ଚିତ୍ରରେ ମହାପ୍ରଭୁଙ୍କୁ ଅଟହାସ୍ୟ କରିବା ଭଳି ଦୃଶ୍ୟ ରହିଛି । ଏହି ଆପତ୍ତିଜନକ ଚିତ୍ର ସାମାଜିକ ଗଣମାଧ୍ୟମରେ ପୋଷ୍ଟିଂ ହୋଇଛି । ଏହା ଦେଖିବା ପରେ ପ୍ରତିହାରୀ ସେବାୟତ ଦାମ ପ୍ରତିହାରୀଙ୍କ ସମେତ ଅନ୍ୟ ସେବାୟତମାନେ ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଉଚ୍ଚଶିକ୍ଷା ମନ୍ତ୍ରୀ, ରାଜ୍ୟ ୫-ଟି ସଚିବଙ୍କୁ ବ୍ୟଙ୍ଗ ଚିତ୍ରଟିକୁ ଟୁଇଟ୍‌ କରିବା ସହ ପ୍ରତିବାଦ […]

ଖେଳ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ରବୀନ୍ଦ୍ର ଜାଡେଜାଙ୍କ ହନୁମାନ ଅବତାର, ଗଦା ଧରି ସେୟାର କଲେ ଫଟୋ

ନୂଆଦିଲ୍ଲୀ ୨୦/୦୬: ଭାରତୀୟ ଟିମ୍ ଏବେ ଇଂଲଣ୍ଡ ଗସ୍ତରେ ଅଛି । ପୂର୍ବତନ ଅଧିନାୟକ ବିରାଟ କୋହଲି, ଚେତେଶ୍ୱର ପୂଜାରା, ଅଧିନାୟକ ରୋହିତ ଶର୍ମା ଓ ଷ୍ଟାର୍ ଅଳରାଉଣ୍ଡର ରବୀନ୍ଦ୍ର ଜାଡେଜା ଇଂଲଣ୍ଡରେ ପହଁଚି ସାରିଛନ୍ତି । କେବଳ ଋଷଭ ପନ୍ତ ଓ ଶ୍ରେୟସ ଆୟର ପହଁଚିବା ବାକି ରହିଛି । ଦଳ ଇଂଲଣ୍ଡରେ ଅଭ୍ୟାସ ମଧ୍ୟ ଆରମ୍ଭ କରିଦେଇଛି । ଟିମ୍ ରୋହିତ ଜୁଲାଇ ୧ରୁ ଇଂଲଣ୍ଡ ବିପକ୍ଷ 5ଟିକିଆ ସିରିଜର ଶେଷ ମୁକାବିଲା ଖେଳିବ […]

ଅପରାଧ ରାଜ୍ୟ

ଜଙ୍ଗଲରୁ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର, ମିଳିନି ମୃତକଙ୍କ ପରିଚୟ

ବିନିକା ୨୦।୬: ଜଙ୍ଗଲରୁ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଛି । ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ବାଉଁଶୁଣୀ ନିକଟରେ ଥିବା ଡୁଗୁମାଳି ଜଙ୍ଗଲରୁ ମୃତଦେହ ମିଳିଛି । ମୃତକଙ୍କ ପରିଚୟ ମିଳିପାରିନାହିଁ । ସୂଚନାଯୋଗ୍ୟ ଯେ, ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ବାଉଁଶୁଣୀ ନିକଟରେ ଥିବା ଡୁଗୁମାଳି ଜଙ୍ଗଲରୁ ଅର୍ଦ୍ଧଦଗ୍ଧ ମୃତଦେହ ଦେଖିବାକୁ ମିଳିଥିଲା । ସ୍ଥାନୀୟ ଲୋକେ ମୃତଦେହ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅର୍ଦ୍ଧଦଗ୍ଧ ମୃତଦେହ ଜବତ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଦେଶରେ ବଢୁଛି ସଂକ୍ରମଣ, ୨୪ ଘଣ୍ଟାରେ ବାହାରିଲେ ୧୨ ହଜାରରୁ ଅଧିକ କରୋନା ପଜିଟିଭ୍

ନୂଆଦିଲ୍ଲୀ ୨୦/୦୬: ଉପର ମୁହାଁ କରୋନା ଗ୍ରାଫ୍। ଦେଶରେ ପୁଣି ବଢିଛି ସଂକ୍ରମଣ। ଏବେ କରୋନା ସଂକ୍ରମଣ ବଢିବା ଆରମ୍ଭ କରିଛି । ମୃତ୍ୟୁସଂଖ୍ୟାରେ ବି ଲାଗୁନି ବ୍ରେକ୍ । ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ଓ ପରେ ୧୦ ହଜାର ତଳକୁ ଖସିବା ପରେ ପୁଣି ବଢିଛି । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୨୦୦୦ରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ସ୍ୱାସ୍ଥ୍ୟ […]

ଅପରାଧ ରାଜ୍ୟ

ପିତୃହନ୍ତା ପୁଅ, ଶାବଳ ଚୋଟରେ ନେଇଗଲା ବାପାଙ୍କ ଜୀବନ

ଲମତାପୁଟ ୨୦।୦୬ : ଭୁଲିଗଲା ସ୍ନେହ । ପୁଅର ଶାବଳ ଚୋଟରେ ଚାଲିଗଲା ବାପାଙ୍କ ଜୀବନ । ମୃତକ ଡମୁ ଖରା ବୋଲି ଜଣାପଡିଛି । କୋରାପୁଟ ଜିଲ୍ଲା ନନ୍ଦପୁର ଥାନା ପେଦାଢାବା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଖବର ଅନୁଯାୟୀ, ପୁଅ ତ୍ରିନାଥ ଖରାଙ୍କ କୌଣସି କାରଣକୁ ନେଇ ବାପା ଡମୁ ଖରାଙ୍କ ସହ ବଚସା ହୋଇଥିଲା । ଦେଖୁ ଦେଖୁ ବଚସା ବଢିଯାଇଥିଲା । ଶେଷରେ ପୁଅ ରାଗିଯାଇ ଶାବଳରେ ବାପାଙ୍କୁ […]

ଅପରାଧ ରାଜ୍ୟ

ଟ୍ରେନ୍ ଲାଇନ୍‌ କାଟି ଲୁହା ଚୋରି, ଜଣେ ଯୁବକ ଗିରଫ

ଚାନ୍ଦବାଲି ୨୦।୬: ଭଦ୍ରକରୁ ଧାମରା ଯାଇଥିବା ରେଳ ଧାରଣାରୁ କିଛି ଦିନ ହେବ ଲୁହା ଜିନିଷ ଚୋରି ହେବାର ଲାଗିଛି । ଏ ବିଷୟରେ ଆଦାନୀ କମ୍ପାନୀ ତାର ସିକ୍ୟୁରିଟି ନରେଶ ମାଝୀଙ୍କୁ ନଜର ରଖିବାକୁ କହିଥିଲା । ତେବେ ଜଣେ ଯୁବକ ଲୁହା ଚୋରି କରୁଥିବା ସମୟରେ କମ୍ପାନୀ ସିକ୍ୟୁରିଟି ଏ ବିଷୟରେ ଜାଣିବାକୁ ପାଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୁକ୍ତ ଜଣକ ଯଶୀପୁର ପଞ୍ଚାୟତ ସଦାନନ୍ଦପୁର ଗାଁର ହିମାଂଶୁ ପଲ୍ଲାଇଙ୍କ ପୁଅ […]

ଅପରାଧ ରାଜ୍ୟ

ସ୍କୁଟିରେ ଯାଉଥିବା ବେଳେ ମହିଳାଙ୍କୁ ବନ୍ଧୁକ ଦେଖାଇ ଲୁଟ୍‌, ଆକ୍ରମଣରେ ଝିଅ ଗୁରୁତର

ଉଦଳା, ୧୯/୦୬: ସ୍ପଷ୍ଟ ଦିବାଲୋକରେ ବିଚ ରାସ୍ତାରେ ଗୁଳି ଫୁଟାଇ ଲୁଟ । କପ୍ତିପଦା ଥାନା ବାଲେଶ୍ୱର ଗୋଲେଇ ନିକଟରେ ଏପରି ଘଟଣା ଘଟିଛି । ରାଜ୍ୟ ରାଜପଥରେ ଗୁଳି ଫୁଟାଇ ମହିଳାଙ୍କ ବେକରୁ ସୁନାଚେନ ଏବଂ ମୋବାଇଲ ଲୁଟିନେଇଛନ୍ତି ୨ ଦୁର୍ବୃତ୍ତ । ଏହାକୁ ବିରୋଧ କରିବାରୁ ଦୁର୍ବୃତ୍ତଙ୍କ ଆକ୍ରମଣରେ ମହିଳାଙ୍କ ଝିଅ ଗୁରୁତର ହୋଇଛନ୍ତି । ଗୁରୁତର ଯୁବତୀଙ୍କ ନାମ ପ୍ରାଚୀପ୍ରଭା ପଣ୍ଡା । ତାଙ୍କୁ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସ୍କୁଟିରେ […]