କଳା ଓ ସଂସ୍କୃତି ଧର୍ମ

ସତ୍ୟ ସାଇ ବାବାଙ୍କ ଭକ୍ତଙ୍କ ପାଇଁ ଖୁସି ଖବର, ଖୋଲିବ ପ୍ରଶାନ୍ତି ମନ୍ଦିରର ଦ୍ୱାର

ପୁଟ୍ଟପର୍ଥି ୦୫/୧୦: ଭଗବାନ ସତ୍ୟ ସାଇ ବାବାଙ୍କ ଭକ୍ତଙ୍କ ପାଇଁ ଖୁସି ଖବର। ଆଜିଠାରୁ ଆନ୍ଧ୍ରପ୍ରଦେଶର ପୁଟ୍ଟପର୍ଥିରେ ଅବସ୍ଥିତ ଭଗବାନ ସତ୍ୟ ସାଇ ବାବା ପ୍ରଶାନ୍ତି ମନ୍ଦିରର ଦ୍ୱାର ଖୋଲାଯାଉଛି। ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ଭକ୍ତ ପ୍ରତିଦିନ ଏହି ମନ୍ଦିରେ ଦିବ୍ୟ ସମାଧି ଦର୍ଶନ କରିବାକୁ ଆସନ୍ତି। ସତ୍ୟ ସାଇ ବାବାଙ୍କୁ ଶିରିଡିର ସାଇ ବାବାଙ୍କ ଅବତାର ଭାବରେ ବିବେଚନା କରାଯାଏ। କରୋନା ମହାମାରୀ ହେତୁ ଭକ୍ତଙ୍କ ପାଇଁ ମନ୍ଦିର ବନ୍ଦ ରହିଥିଲା। ଯାହା ବର୍ତ୍ତମାନ […]

ଦେଶ ବିଦେଶ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ପଦୋନ୍ନତି ପାଇଥିବା ପ୍ରଧାନଶିକ୍ଷକଙ୍କୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ତାଗିଦ, କାର୍ଯ୍ୟରେ ଯୋଗନଦେଲେ ହେବ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର ୫।୧୦: ପଦୋନ୍ନତି ପାଇଥିବା ପ୍ରଧାନଶିକ୍ଷକଙ୍କୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ତାଗିଦ । ଅକ୍ଟୋବର ୮ରେ ନିଯୁକ୍ତି ହୋଇଥିବା ସ୍କୁଲରେ କାର୍ଯ୍ୟରେ ଯୋଗ ନଦେଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଲାଗି ସବୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ କହିଛନ୍ତି । ଅଗଷ୍ଟ ୩ରେ ସରକାର ୧୦୯୭ ଶିକ୍ଷକଙ୍କୁ ପ୍ରଧାନଶିକ୍ଷକକୁ ପଦୋନ୍ନତି ଦେଇଥିଲେ । ସପ୍ତାହକ ଭିତରେ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଥିଲେ ସୁଦ୍ଧା ୨ ମାସ […]

ଦେଶ ବିଦେଶ ମନୋରଞ୍ଜନ

ପଚରାଉଚରା ବେଳେ ଏନସିବିକୁ କହିଲେ ଆରୟନ; ମ୍ୟାନେଜରଙ୍କଠୁ ଅନୁମତି ନେଇ ବାପାଙ୍କୁ ଦେଖା କରେ

ମୁମ୍ବାଇ: କ୍ରୁଜରେ ଚାଲିଥିବା ଡ୍ରଗ୍ସ ପାର୍ଟିରୁ ଗିରଫ ହେବା ପରେ ବଲିଉଡର କିଙ୍ଗ ଖାନ ଶାହରୁଖ ଖାନଙ୍କ ପୁଅ ଆରୟନ ଏବେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) ହେପାଜତରେ । ହେପାଜତକୁ ନେବା ପରେ ଅଧିକ ସୂଚନା ପାଇଁ ଏନସିବି ଏବେ ଆରୟନଙ୍କୁ ପଚରାଉଚରା ଜାରି ରଖିଛି । ତେବେ ପଚରାଉଚରା ସମୟରେ ଆରୟନ ତାଙ୍କ ବାପା ଶାହରୁଖଙ୍କୁ ନେଇ ବଡ଼ ଖୁଲାସା କରିଛନ୍ତି । ନିଜ କାମରେ ଶାହରୁଖ ଏବେ ଏତେ ବ୍ୟସ୍ତ ରହୁଛନ୍ତି ଯେ ତାଙ୍କୁ […]

ଦେଶ ବିଦେଶ ମନୋରଞ୍ଜନ ସ୍ପେଶାଲ ରିପୋର୍ଟ

ପୁଅରୁ ଝିଅ ହେଲେ ବଲିଉଡର ଫ୍ୟାସନ୍ ଡିଜାଇନର

ବଲିଉଡର ଜଣେ ପ୍ରସିଦ୍ଧ ଫ୍ୟାସନ୍ ଡିଜାଇନର୍ ପୁଅରୁ ଝିଅ ପାଲଟିଯାଇଛନ୍ତି। ସେ ହେଲେ ସ୍ୱପ୍ନିଲ ସିନ୍ଦେ। ବର୍ତ୍ତମାନ ଏକ ନୂତନ ନାମ ଏବଂ ଚେହେରା ସହିତ ଦୁନିଆରେ ନିଜ ପରିଚୟ ସୃଷ୍ଟି କରିଛନ୍ତି। ସ୍ୱପ୍ନିଲ ମାତ୍ର ୩୯ ବର୍ଷ ବୟସରେ ସାୟଶା ସିନ୍ଦେ ହୋଇଛନ୍ତି। କିନ୍ତୁ ଏଠାରେ ପହଞ୍ଚିବା ପାଇଁ ତାଙ୍କୁ ଅନେକ ସଂଘର୍ଷର ସାମ୍ନା କରିବାକୁ ପଡ଼ିଛି। ନିଜର ପରିଚୟ ବଦଳାଇବା ପରେ ସାୟଶା ସୋସିଆଲ ମିଡିଆରେ ତାଙ୍କ ମନ କଥା ସେୟାର କରିଛନ୍ତି। ଏଥି […]

ଦେଶ ବିଦେଶ ମନୋରଞ୍ଜନ ରାଜ୍ୟ

ପୁଣିଥରେ ବିବାହ କଲେ ଗୁରମିତ ଓ ଦେବିନା

ଛୋଟ ପରଦାର ଲୋକପ୍ରିୟ ଦମ୍ପତି ଗୁରମିତ ଚୌଧୁରୀ ଓ ଦେବିନା ବାନାର୍ଜୀଙ୍କୁ ନେଇ ଅଧିକାଂଶ ସମୟରେ ଚର୍ଚ୍ଚା ହୋଇଥାଏ। ଦୁହିଁଙ୍କ ଫଟୋ ବହୁତ ଭାଇରାଲ ହୁଏ। ଆଉ ଏବେ ଉଭୟଙ୍କର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଫଟୋରେ ଦମ୍ପତି ବରକନ୍ୟା ରୂପରେ ନଜର ଆସିଛନ୍ତି। ଦୁହେଁ ପୁଣିଥରେ ବଙ୍ଗାଳି ରୀତିନୀତି ଅନୁସାରେ ବିବାହ କରିଛନ୍ତି। ବିବାହ ବେଳେ ଦୁହେଁ ବଙ୍ଗାଳି ପାରମ୍ପରିକ ପୋଷାକ ମଧ୍ୟ ପିନ୍ଧିଛନ୍ତି। ଗୁରମିତ ଓ ଦେବିନା ନିଜ ନିଜର […]

ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: କୌଣସି କାମରେ ବିଭିନ୍ନ ପ୍ରକାର ଆହ୍ବାନର ସମ୍ମୁଖୀନ ହେବେ। ଧୈର୍ଯ୍ୟଧରି କାମ କଲେ ଯାଇ ସଫଳତା ପାଇବେ। ପାରିବାରିକ ଜୀବନ ସୁଖକର ହେବ। ବୃଷ: ପୂର୍ବ ବିଚାରକୁ ତ୍ୟାଗ କରି ନୂଆ ବିଚାର ଗ୍ରହଣ କରିବେ। ନୂଆ କ୍ୟାରିୟର ଆରମ୍ଭ ପାଇଁ ଭଲ ସମୟ। ଘରେ ସୁଖ ସମୃଦ୍ଧି ବଜାୟ ରହିବ। ମିଥୁନ: ବଳକା କାମ ପୂରା କରିବାରେ ବ୍ୟସ୍ତ ରହିବେ। କୌଣସି ବନ୍ଧୁ ପଇସା ଧାର ମାଗି ପାରନ୍ତି। ଜୀବନସାଥୀଙ୍କ ସହ ବଡ଼ ସହରକୁ […]

କଳା ଓ ସଂସ୍କୃତି ଧର୍ମ

ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସ ଅସୁସ୍ଥ

ଅଯୋଧ୍ୟା ୦୩/୧୦ : ଅଯୋଧ୍ୟା ଆନ୍ଦୋଳନରେ ଗୁରୁତ୍ତ୍ୱପୂର୍ଣ ଭୂମିକା ଗ୍ରହଣ କରିଥିବା ଓ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡି ଯାଇଛି। ଜିଲ୍ଲା ହସ୍ପିଟାଲରେ ଡାକ୍ତରଙ୍କ ଟିମ ତାଙ୍କର ସ୍ୱାସ୍ଥ୍ୟ ଯାଞ୍ଚ କରିଛି। ସୋମବାର ଦିନ ଲକ୍ଷ୍ନୌ ମେଦାନ୍ତା ହସ୍ପିଟାଲରେ ଡାକ୍ତରଙ୍କ ଟିମ ମହନ୍ତଙ୍କ ମେଡିକାଲ ଚେକଅପ କରିବ। ଡାକ୍ତରଙ୍କ ପରାମର୍ଶ ପରେ ତାଙ୍କୁ ମେଦାନ୍ତା ହସ୍ପିଟାଲ ସ୍ଥାନାନ୍ତର କରାଯାଇପାରେ। ତାଙ୍କୁ ଅତ୍ୟଧିକ କାଶ ଓ ଅତ୍ୟଧିକ […]

ରାଶିଫଳ

ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବି ଓ ସୋମବାର: ନୂଆ କାମ ଆରମ୍ଭ କରିପାରନ୍ତି। ମଙ୍ଗଳ ଓ ବୁଧବାର: ଦାମ୍ପତ୍ୟ ଜୀବନରେ ସୌହାର୍ଦ ବଢ଼ିବ। ଗୁରୁ, ଶୁକ୍ର ଓ ଶନିବାର: ଆମଦାନୀର ନୂଅା ଉତ୍ସ ମିଳିବ। ରବି ଓ ସୋମବାର: ନିକଟ ସଂପର୍କୀୟଙ୍କ ସହ ସାକ୍ଷାତ ହେବ। ମଙ୍ଗଳ ଓ ବୁଧବାର: ପରିବାରରେ କୌଣସି ଦାୟିତ୍ବ ତୁଲାଇବେ। ଗୁରୁ, ଶୁକ୍ର ଓ ଶନିବାର: ଯଶଖ୍ୟାତି ବୃଦ୍ଧି ହେବ। ରବି ଓ ସୋମବାର: ଭଲ ଚାକିରିର ସୁଯୋଗ ଆସିବ। ମଙ୍ଗଳ ଓ ବୁଧବାର: ପୂର୍ବ […]

ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୫୨୮ ସଂକ୍ରମିତ ଚିହ୍ନଟ: ୧୮ରୁ କମ୍ ବୟସ୍କ ୭୩ ଜଣ ଶିଶୁ ଓ କିଶୋର କରୋନା ପଜିଟିଭ୍

ଭୁବନେଶ୍ବର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫୨୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୩୧୦ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୨୧୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିଭିତରେ ୧୮ ବର୍ଷରୁ କମ୍ ବୟସ୍କ ୭୩ ଜଣ ଶିଶୁ ଓ କିଶୋର କରୋନା ପଜିଟିଭ ଅଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୪୩ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ […]

ଦେଶ ବିଦେଶ ମନୋରଞ୍ଜନ

ଅକ୍ଷୟ ଥିଲେ ଧୋକାବାଜ୍…ମୋ ସହ ରିଲେସନ୍‌ରେ ରହି ଟ୍ୱିଙ୍କଲଙ୍କୁ କରୁଥିଲେ ଡେଟ୍

ନୂଆଦିଲ୍ଲୀ ୦୧/୧୦: ଶିଳ୍ପା ଏବଂ ଅକ୍ଷୟ କୁମାରଙ୍କ ରୋମାନ୍ସ ବିଷୟରେ ବଲିଉଡରେ ଅନେକ ଚର୍ଚ୍ଚା ହୋଇଥିଲା। ଏପରିକି ସେମାନେ ଖୁବ୍ ଶୀଘ୍ର ବିବାହ କରିବେ ବୋଲି ଲୋକମାନେ କଳ୍ପନା କରିବା ଆରମ୍ଭ କରିଥିଲେ। ଅବଶ୍ୟ, ଏହା ହୋଇ ପାରିନଥିଲା ଏବଂ ଅକ୍ଷୟଙ୍କ ପକ୍ଷରୁ ଏହି ସମ୍ପର୍କ ଶେଷ ହୋଇଯାଇଥିଲା। ସେ ଶିଳ୍ପାଙ୍କୁ ଛାଡି ଟ୍ୱିଙ୍କଲ ଖାନ୍ନାଙ୍କୁ ବିବାହ କରିଥିଲେ। ସେହି ସମୟରେ ଝିଅମାନଙ୍କ ମାମଲାରେ ଅକ୍ଷୟ ବହୁତ ଫେମସ୍ ଥିଲେ ଏବଂ ତାଙ୍କ ନାମ ରବିନା ଟଣ୍ଡନଙ୍କ […]