ଦେଶ ବିଦେଶ ସ୍ୱାସ୍ଥ୍ୟ

ଗୁଜରାଟରେ ଆଉ ୨ଜଣ ‘ଓମିକ୍ରନ୍‌’ ପଜିଟିଭ୍‌ ଚିହ୍ନଟ, ଦେଶରେ ସମୁଦାୟ ‘ଓମିକ୍ରନ୍‌’ମାମଲା ୨୫କୁ ବୃଦ୍ଧି

ଗାନ୍ଧୀନଗର: ଡିସେମ୍ବର ୪ ତାରିଖରେ ଗୁଜରାଟରେ ଜଣେ ଦକ୍ଷିଣ ଆଫ୍ରିକା ଫେରନ୍ତା ‘ଓମିକ୍ରନ୍‌ କରୋନାଭାଇରସ୍‌’ ଆକ୍ରାନ୍ତ ଚିହ୍ନଟ ହେବା ପରେ ଆଜି ଆଉ ଦୁଇଜଣ ‘ଓମିକ୍ରନ୍‌ କରୋନାଭାଇରସ୍‌’ ପଜିଟିଭ୍‌ ବାହାରିଛନ୍ତି। ଏହାକୁ ମିଶାଇ ଭାରତରେ ସମୁଦାୟ ‘ଓମିକ୍ରନ୍‌’ ପଜିଟିଭ୍‌ ସଂଖ୍ୟା ୨୫ରେ ପହଞ୍ଚିଛି। ଜିମ୍ବାୱେ ଯାତ୍ରାରୁ ଗୁଜରାଟର ଜାମନଗରକୁ ଫେରିଥିବା ଜଣେ ବ୍ୟକ୍ତି ଡିସେମ୍ବର ୪ ତାରିଖରେ କରୋନାଭାଇରସ୍‌ର ‘ଓମିକ୍ରନ୍‌ ଭେରିଏଣ୍ଟ୍‌’ଦ୍ବାରା ଆକ୍ରାନ୍ତ ହୋଇଥିବା କଥା ଡିସେମ୍ବର ୪ ତାରିଖ ଦିନ ପରୀକ୍ଷାରୁ ଜଣାପଡ଼ିଥିଲା। ନୂଆ ସଂକ୍ରମଣ […]

ଦେଶ ବିଦେଶ ମନୋରଞ୍ଜନ

ମାଆ ହେବେ କମେଡି କୁଇନ୍ ଭାରତୀ ସିଂହ ! କହିଲେ-‘ଠିକ୍ ସମୟ ଆସିଲେ ଏ ବିଷୟରେ କହିବି’…

ନୂଆଦିଲ୍ଳୀ ୧୦।୧୨ : ଟିଭି ଇଣ୍ଡଷ୍ଟ୍ରୀ କମେଡି କୁଇନ୍‌ ତଥା ଅଭିନେତ୍ରୀ ଭାରତୀ ସିଂ ଏବଂ ହର୍ଷ ଲାମ୍ବାଚିଆ ଦୁହେଁ ତାଙ୍କ କମେଡି ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାଏ । ବର୍ଷ ବର୍ଷ ଧରି ଦର୍ଶକଙ୍କୁ ଏଣ୍ଟରଟେନ୍‌ କରି ଆସୁଛନ୍ତି । ହେଲେ ବର୍ତ୍ତମାନ ଦୁହେଁ ଖୁବ୍‌ଶୀଘ୍ର ପ୍ରଶଂସକଙ୍କୁ ଏକ ଖୁସି ଖବର ଦେବାକୁ ଯାଉଛନ୍ତି। ପ୍ରାୟତଃ ତାଙ୍କ ପ୍ରଶଂସକମାନେ ଭାରତୀଙ୍କୁ ପଚାରନ୍ତି ଯେ, ସେ କେବେ ଖୁସି ଖବର ଜଣାଇବେ ? କିନ୍ତୁ ଏବେ ଭାରତୀ […]

ରାଜ୍ୟ ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ସମ୍ବନ୍ଧରେ ସୁଧାର ପାଇଁ ଦିନଟିଏ। ପ୍ରତ୍ୟେକ ବ୍ୟକ୍ତି ଆପଣଙ୍କ କଥାରେ ପ୍ରଭାବିତ ହେବେ। ଭରସାଯୋଗ୍ୟ ବନ୍ଧୁଙ୍କର ପରାମର୍ଶ କାମରେ ଆସିବ। ବୃଷ: ଅପବ୍ୟୟ ଉପରେ ନିୟନ୍ତ୍ରଣ ରଖନ୍ତୁ। ଭୁଲ୍ ରାସ୍ତାରେ ନେଇଯିବା ଲୋକଙ୍କ ପ୍ରତି ସାବଧାନ ରୁହନ୍ତୁ। ପିଲାମାନଙ୍କ ସଫଳତାରେ ଗର୍ବ ଅନୁଭବ କରିବେ। ମିଥୁନ: ପୁରୁଣା ବନ୍ଧୁ ସହ ବାହାରକୁ ବୁଲି ଯିବାର ଅବସର ପାଇବେ। ପରିବାରରେ ସୁଖଦ ବାତାବରଣ ରହିବ। ଅଫିସରେ ବାକିଥିବା କାମ ପୂରା କରିବାକୁ ଚେଷ୍ଟା କରିବେ। କର୍କଟ: ନିଜର […]

ଖେଳ ରାଜ୍ୟ

ବିଜୟ ହଜାରେ ଟ୍ରଫି: ଶୁଭ୍ରା˚ଶୁଙ୍କ ଶତକ, ଓଡ଼ିଶାର ବିଜୟ ଅଭିଯାନ

କଟକ: ଶୁଭ୍ରା˚ଶୁ ସେନାପତିଙ୍କ ଶତକ ଓ ସନ୍ଦୀପ ପଟ୍ଟନାୟକଙ୍କ ଅର୍ଦ୍ଧଶତକୀୟ ପାଳି ଏବ˚ ବାମହାତୀ ସ୍ପିନର ଜୟନ୍ତ ବେହେରାଙ୍କ ୪ ଵିକେଟ‌୍ ବଳରେ ମୁମ୍ବାଇରେ ଆରମ୍ଭ ହୋଇଥିବା ବିଜୟ ହଜାରେ ଟ୍ରଫିର ଏଲିଟ୍‌ ଗ୍ରୁପ୍‌ ଏ’ରେ ଓଡ଼ିଶା ବିଜୟରୁ ଅଭିଯାନ ଆରମ୍ଭ କରିଛି। ଆନ୍ଧ୍ରପ୍ରଦେଶ ବିପକ୍ଷ ଏହି ମ୍ୟାଚ୍‌ରେ ଓଡ଼ିଶା ୬୩ ରନ୍‌ରେ ବିଜୟୀ ହୋଇଛି। ଟସ୍‌ ହାରି ବ୍ୟାଟିଂ ପାଇଥିବା ଓଡ଼ିଶା ୫ ଵିକେଟ୍‌ ବିନିମୟରେ ୨୭୮ ରନ୍‌ କରିଥିଲା। ଅନୁରାଗ ଷଡ଼ଙ୍ଗୀ (୫)ଙ୍କ ସଅଳ […]

କଳା ଓ ସଂସ୍କୃତି ଦେଶ ବିଦେଶ

କୁନ୍ନୁରରେ ବାୟୁସେନା ହେଲିକପ୍ଟର କ୍ରାସ: ଦୁର୍ଘଟଣାରେ ଦୁଃଖ ପ୍ରକାଶ କଲେ ରାହୁଲ ଗାନ୍ଧୀ, ନିତିନ ଗଡ଼କରୀ, ମମତା ବାନାର୍ଜୀ

ନୂଆଦିଲ୍ଲୀ ୦୮/୧୨ : ତାମିଲନାଡୁ କୁନ୍ନୁରରେ ବାୟୁସେନା ହେଲିକପ୍ଟର କ୍ରାସ ହୋଇଛି। ହେଲିକପ୍ଟରରେ ସିଡିଏସ ଜେନେରାଲ ବିପିନ ରାବତଙ୍କ ସମେତ ୧୪ ଜଣ ଥିଲା। ଦୁର୍ଘଟଣାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, କେନ୍ଦ୍ରମନ୍ତ୍ରୀ ଓ ବିଜେପି ନେତା ନିତିନ ଗଡ଼କରୀ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସମେତ ଅନେକ ନେତା ଦୁଃଖ ପ୍ରକାଶ କରିଛନ୍ତି। କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଟ୍ୱିଟ କରିଛନ୍ତି ଯେ,”ଚପରରେ ସିଡିଏସ ଜେନେରାଲ ବିପିନ ରାବତ, ତାଙ୍କ ପତ୍ନୀ ଓ ଅନ୍ୟମାନେ ସୁରକ୍ଷିତ […]

ରାଜ୍ୟ ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: କାମ ସଂପୂର୍ଣ୍ଣ କରିବା ଲାଗି ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ। ଯୁବକଙ୍କ ଲାଗି ସଫଳତାର ନୂଆ ରାସ୍ତା ଖୋଲିବ। ପାରିବାରିକ ସମ୍ବନ୍ଧ ମଜଭୁତ ହେବ। ବୃଷ: ଆପଣଙ୍କ ମନ ଆନନ୍ଦିତ ରହିବ। ନିଜର ମନର କଥା ସାଥୀଙ୍କୁ କହିବେ। ବେପାରରେ ଲାଭ ହେବ। ଶିକ୍ଷାର୍ଥୀଙ୍କୁ କିଛି ନୂଆ ଶିଖିବାକୁ ମିଳିବ। ମିଥୁନ: ଆପଣଙ୍କର ଲୋକପ୍ରିୟତା ବଢ଼ିବ। ପ୍ରେମିକ ପ୍ରେମିକାଙ୍କ ଲାଗି ଭଲ ଦିନଟିଏ। ବ୍ୟବସାୟରେ ଯଥେଷ୍ଟ ଲାଭ ହେବ। ଜମି ଦଲାଲଙ୍କ ଲାଗି ଦିନଟି ଭଲ। […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ସ୍କୁଲ ଡ୍ରପ ଆଉଟର ତାଲିକା ଦେଲେ ରାଜ୍ୟ ସରକାର: ୨୦୧୯-୨୦ରେ ୮୧୬୮ ପିଲା ଅଧାରୁ ପାଠ ଛାଡିଛନ୍ତି

ଭୁବନେଶ୍ବର: ସ୍କୁଲ ଡ୍ରପ ଆଉଟର ତାଲିକା ଦେଲେ ରାଜ୍ୟ ସରକାର। ୨୦୧୯-୨୦ରେ ୮୧୬୮ ପିଲା ଅଧାରୁ ପାଠ ଛାଡିଥିବା କହିଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ। ବିଧାୟକ ତାରା ବାହିନୀପତିଙ୍କ ପ୍ରଶ୍ନରେ ଏଭଳି ଉତ୍ତର ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ବିଧାୟକ ତାରା ବାହିନୀପତି ପ୍ରଶ୍ନ କରିଥିଲେ ଯେ, କରୋନା ପରବର୍ତ୍ତି ସମୟରେ ହାଇସ୍କୁଲ ଓ ଉଚ୍ଚ ପ୍ରାଥମିକ ସ୍କୁଲ ଖୋଲିବାକୁ ସରକାର ଅନୁମତି ଦେଇଛନ୍ତି କି? ଏବେ ପୂର୍ବପରି […]

ଦେଶ ବିଦେଶ ମନୋରଞ୍ଜନ

ନିଜକୁ ବିଗ୍ ବିଙ୍କ ଝିଅ କହି ଥାନାରେ ପହଞ୍ଚିଲେ ମହିଳା, କାହାଣୀ ଶୁଣି ଆଶ୍ଚର୍ଯ୍ୟ ହେଲା ପୋଲିସ

ନୂଆଦିଲ୍ଲୀ ୦୮/୧୨: ବିହାରର ଭୋଜପୁର ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଯେଉଁଠାରେ ଜଣେ ମହିଳା ଆରାର ଟାଉନ ପୋଲିସ ଷ୍ଟେସନରେ ପହଞ୍ଚି ନିଜକୁ ଫିଲ୍ମ ଷ୍ଟାର ଅମିତାଭ ବଚ୍ଚନଙ୍କ ଝିଅ ବୋଲି କହିଥିଲେ। ଏହି ସମୟରେ ଡ୍ୟୁଟିରେ ଥିବା ସମସ୍ତ ପୋଲିସ କର୍ମଚାରୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପୋଲିସ କର୍ମଚାରୀ ଏହାକୁ ବିଶ୍ୱାସ ନକରି, ମହିଳାଙ୍କୁ ପଚାରିଥିଲେ ଅମିତାଭ ବଚ୍ଚନ କିଏ? ସେ ଉତ୍ତରରେ କହିଥିଲେ ଫିଲ୍ମ ଷ୍ଟାର ଅମିତାଭ ବଚ୍ଚନ ଏବଂ ଜେଜେବାପାଙ୍କ ନାମ […]

ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ବାୟୁରେ ବ୍ୟାପୁଛି ଓମିକ୍ରନ, ରିସର୍ଚ୍ଚରୁ ପଦାକୁ ଆସିଲା ନୂଆ ତଥ୍ୟ

ନୂଆଦିଲ୍ଲୀ: ଓମିକ୍ରନ ବର୍ତ୍ତମାନ ସମଗ୍ର ବିଶ୍ୱର ଚିନ୍ତା ବଢ଼ାଇ ଦେଇଛି । ତେବେ ଏହି ଭୟଙ୍କର ଭାରିଆଣ୍ଟିକୁ ନେଇ ଆବଶ୍ୟକ ତଥ୍ୟ ପଦାକୁ ଆସିନଥିବା ବେଳେ ବୈଜ୍ଞାନିକମାନେ ଏ ଦିଗରେ ପ୍ରୟାସ ଜାରି ରଖିଛନ୍ତି । ତେବେ ଏଭଳି ସ୍ଥିତିରେ ଏହି ଭାରିଆଣ୍ଟର ସଂକ୍ରମଣ ବଢ଼ୁଥିବାରୁ ଏହା ସମସ୍ତଙ୍କର ମୁଣ୍ଡବ୍ୟଥାର କାରଣ ପାଲଟିଛି । ଦେଶର ବିଭିନ୍ନ ରାଜ୍ୟରେ ଦିନକୁ ଦିନ ନୂଆ ନୂଆ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଓମିକ୍ରନ ଭାରିଆଣ୍ଟ ବାୟୁରେ ବ୍ୟାପୁଥିବା ନେଇ […]

ରାଜ୍ୟ ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ଆପଣଙ୍କ ମନ ରଚନାତ୍ମକ କାମରେ ଲାଗି ରହିବ। ଛାତ୍ରଙ୍କୁ ପରିଶ୍ରମର ପୂରା ଫଳ ମିଳିବ। କାରବାରରେ ଅର୍ଥ ଲଗାଇବା ପାଇଁ ଭାବିପାରନ୍ତି। ଦାମ୍ପତ୍ୟ ସମ୍ବନ୍ଧ ମଧୁର ହେବ। ବୃଷ: ଲୋକେ ଆପଣଙ୍କ କଥା ଶୁଣିବାକୁ ଉତ୍ସୁକ ରହିବେ। ବ୍ୟବସାୟୀଙ୍କୁ ଅଚାନକ ଧନଲାଭ ହେବ। ବାଲ୍ୟବନ୍ଧୁ ସହ ଦେଖା ହେବ। କିଛି ନୂଆ ସୁଯୋଗ ମିଳିପାରେ। ମିଥୁନ: ମହତ୍ବପୂର୍ଣ୍ଣ ଲୋକଙ୍କ ସହ ଯୋଗାଯୋଗ ହେବ। ନୂଆ ଦାୟିତ୍ବ ନେବାରେ ସଂକୋଚ କରିପାରନ୍ତି। ଶିକ୍ଷାର୍ଥୀଙ୍କୁ କୌଣସି ବିଶେଷ କ୍ଷେତ୍ରରେ […]