ଖେଳ ଦେଶ ବିଦେଶ

ବିବାଦ ଘେରରେ ପୂର୍ବତନ ଅଧିନାୟକ ବିରାଟ କୋହଲି : ରାଷ୍ଟ୍ରୀୟ ଗାନ ସମୟରେ ଚୋବାଇଲେ ଚୁଇଂଗମ୍

ନୂଆଦିଲ୍ଲୀ ୨୪।୦୧ : ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲି ପୁଣି ଥରେ ବିବାଦ ଘେରକୁ ଆସିଚନ୍ତି । ମ୍ୟାଚ୍‌ ଆରମ୍ଭ ହେବା ପୁର୍ବରୁ ଫସି ଯାଇଛନ୍ତି କୋହଲି । ଗତକାଲି ଅର୍ଥାତ୍‌ ରବିବାର ଦିନ ଦକ୍ଷିଣ ଆଫ୍ରିକା ବିରୋଧରେ ତୃତୀୟ ଓ ଶେଷ ଦିନିକିଆରେ ତାଙ୍କର ଏକ ଭୁଲ କାର୍ଯ୍ୟ ପାଇଁ ତାଙ୍କ ଫ୍ୟାନ୍ସମାନେ ରାଗି ଯାଇଛନ୍ତି । ତାଙ୍କର ଗୋଟିଏ ଭୁଲ ପାଇଁ ଲୋକମାନେ ବିସିସିଆଇଙ୍କୁ ବିରାଟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବା ପାଇଁ ଦାବି […]

ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

କରୋନା ସଂକ୍ରମଣ ତଳମୁହାଁ ହେଉଛି, ଦଶମ-ଦ୍ୱାଦଶ ଶ୍ରେଣୀ ପରୀକ୍ଷା ହେବ- ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର ୨୪।୦୧ : ପିଲାମାନେ ପାଠ ପଢନ୍ତୁ, ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇ ରୁହନ୍ତୁ । ପରୀକ୍ଷା କିଭଳି ସଠିକ୍ ଭାବେ ହେବ ସେନେଇ ପ୍ରସ୍ତୁତି ଚାଲିଛି । ଦଶମ ଓ ଦ୍ବାଦଶ ପରୀକ୍ଷା ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଏପରି ସୂଚନା ଦେଇଛନ୍ତି । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଦଶମ ଓ ଯୁକ୍ତ ଦୁଇ ପରୀକ୍ଷା ପାଇଁ ପିଲାମାନେ ପ୍ରସ୍ତୁତ ହୁଅନ୍ତୁ । କରୋନା ଗ୍ରାଫ୍ ତଳମୁହାଁ […]

ରାଜ୍ୟ ସ୍ୱାସ୍ଥ୍ୟ

ଢେଙ୍କାନାଳ ସିଭିଲ କୋର୍ଟ ୭୨ ଘଣ୍ଟା ଯାଏଁ ସିଲ୍‌, ଏକାଧିକ ପଜିଟିଭ୍ ଚିହ୍ନଟ ପରେ ଆକ୍ସନ

ଢେଙ୍କାନାଳ ୨୪।୦୧: ଢେଙ୍କାନାଳ ସିଭିଲ କୋର୍ଟ ସିଲ୍‌ । ଏକାଧିକ କୋଭିଡ଼ ପଜିଟିଭ ଚିହ୍ନଟ ହେବା ପରେ ୭୨ ଘଣ୍ଟା ପାଇଁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍‌ ଭାବେ ଘୋଷଣା କରିବା ସିଲ୍‌ କଲା ପୌର ପ୍ରଶାସନ । ଏହି ସମୟରେ ପୁରା କୋର୍ଟ ପରିସର କାହାର ପ୍ରବେଶ ଉପରେ କଟକଣା ରହିଛି । ଯଦି କେହି ଏହାର ଉଲ୍ଲଂଘନ କରନ୍ତି । ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । […]

ଖେଳ ଦେଶ ବିଦେଶ

ଚାପରେ ପଡ଼ି ଇସ୍ତଫା ଦେଇଛନ୍ତି ବିରାଟ, ତାଙ୍କ ବିରୋଧରେ ‘ଲବି’ ଚାଲିଛି: ସୋଏବ ଅଖତାର

ନୂଆଦିଲ୍ଲୀ: ଗତ କିଛି ଦିନ ବିରାଟ ଏକ ନିଷ୍ପତ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଟ୍ବିଟ କରି ସେ ଭାରତୀୟ ଟେଷ୍ଟ କ୍ରିକେଟ ଦଳର ଅଧିନାୟକ ପଦରୁ ଇସ୍ତଫା ଦେଉଥିବା ନେଇ ଘୋଷଣା କରିଥିଲେ। ତାଙ୍କର ଏହି ଘୋଷଣା କ୍ରିକେଟ ପ୍ରେମୀଙ୍କ ହୃଦୟ ଭାଙ୍ଗିଥିବା ବେଳେ ହଠାତ ସେ ଏଭଳି ନିଷ୍ପତ୍ତି କାହିଁକି ନେଲେ ସେ ପ୍ରଶ୍ନ ସମସ୍ତଙ୍କ ମନରେ ଆସିଥିଲା। ତେବେ ତା’ର ଉତ୍ତର ଏପର୍ଯ୍ୟନ୍ତ ମିଳିପାରିନଥିବା ବେଳେ ଏବେ ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ସୋଏବ […]

ଦେଶ ବିଦେଶ ମନୋରଞ୍ଜନ

କାହିଁକି ସରୋଗେସି ମାଧ୍ୟମରେ ମା’ ହେଲେ ପ୍ରିୟଙ୍କା ଚୋପ୍ରା, ଜାଣନ୍ତୁ ଏହାର ପୁରା ମାମଲା

ନୂଆଦିଲ୍ଳୀ ୨୩।୦୧ : ବଲିଉଡର ଦେଶୀ ଗର୍ଲ ପିସି ତଥା ପ୍ରିୟଙ୍କା ଚୋପ୍ରା ମା’ ହୋଇଛନ୍ତି । ଏହି ଖବର ସେ ନିଜେ ସୋସିଆଲ ମିଡିଆ ଇନଷ୍ଟାଗ୍ରାମ ମାଧ୍ୟମରେ ସେ ଏକ ନୋଟ ଲେଖି ଏହି ଖୁସି ଖବର ଜଣାଇଛନ୍ତି। ଯାହା ତାଙ୍କ ଫ୍ୟାନ୍ସମାନେ ଶୁଣି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । କିନ୍ତୁ ତାହା ପୁଣି ସରୋଗେସି ମାଧ୍ୟମରେ ସେ ମା’ ହୋଇଥିବା ନେଇ ସୂଚନା ଦେଇଛନ୍ତି । ତାଙ୍କ ଘରକୁ କୁନି ଅତିଥି ଆସିଥିବା ନେଇ […]

ଖେଳ ଦେଶ ବିଦେଶ

ଜାସନ ହୋଲଡରଙ୍କ ଦମଦାର ବୋଲିଂ, ଇଂଲଣ୍ଡ ବ୍ୟାଟର ଧରାଶାୟୀ : ୯ ଓ୍ୱିକେଟରେ ପ୍ରଥମ ଟି୨୦ ଜିତିଲା ଇଣ୍ଡିଜ

ନୂଆଦିଲ୍ଲୀ ୨୩/୦୧: ଜାସନ ହୋଲଡରକଙ୍କ ଦମଦାର ବୋଲିଂ । ଧରାଶାୟୀ ହେଲା ଇଂଲଣ୍ଡ ବାହିନୀ । ଇଂଲଣ୍ଡ ଓ ଓ୍ୱେଷ୍ଟ ଇଣ଼୍ଡିଜ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟି୨୦ ମ୍ୟାଚରେ ଦମଦାର ବିଜୟ ହାସଲ କରିଛି କାରବିୟାନ ଟିମ୍ । ଓଭାଲରେ ଖେଳାଯାଇଥିବା ଏହି ମୁକାବିଲାରେ ହୋଲଡରଙ୍କ ଦମଦାର ବୋଲିଂ ଦେଖିବାକୁ ମିଳିଥିଲା । ସେ ୪ ଜଣ ଇଂଲଣ୍ଡ ବ୍ୟାଟସମ୍ୟାନଙ୍କୁ ପ୍ୟାଭିଲିୟନ ପଠାଇଥିଲେ । ଫଳରେ ଦଳ ମାତ୍ର ୧୦୩ ରନରେ ଅଲଆଉଟ୍ ହୋଇଯାଇଥିଲା । ଜବାବରେ […]

ରାଜ୍ୟ ଲାଇଫ୍ ଷ୍ଟାଇଲ

ଛାତ୍ରଙ୍କ ରେସିଂ କାର୍‌କୁ ନେଇ ଚର୍ଚ୍ଚା: କବାଡ଼ିଆଖାନା ଅଦରକାରୀ ସାମଗ୍ରୀରୁ ତିଆରି କଲେ ରେସିଂ କାର୍‌ ଖର୍ଚ୍ଚ ୩୦ ହଜାର; ୬ ମାସରେ ତିଆରି

କଟକ : ଅଦରକାରୀ ଗାଡ଼ି ପାର୍ଟସ୍‌କୁ ବ୍ୟବହାର କରି ରେସିଂ କାର ତିଆରି କରିଛନ୍ତି କଟକର ସୁଶାନ୍ତ ରାଉତ। ସୁଶାନ୍ତ ଏଥିପାଇଁ ଖର୍ଚ୍ଚ କରିଛନ୍ତି ୩୦ ହଜାର ଟଙ୍କା। କବାଡ଼ିଆଖାନାରୁ ସମସ୍ତ ଗାଡ଼ିର ପାର୍ଟସକୁ ସଂଗ୍ରହ କରି ସେ ପ୍ରସ୍ତୁତ କରିଛନ୍ତି ରେସିଂ କାର। ଏହା ପେ‌ଟ୍ରୋଲରେ ଚାଲୁଥିବା ବେଳେ ଏଭଳି ଏକ କାର୍ ‌ଏବେ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି। ଜଣେ ସ୍ନାତକ ଛାତ୍ର ହୋଇ ଏଭଳି ନିଆରା ଢଙ୍ଗରେ ରେସିଂ କାର ତିଆରି କରି ସେ […]

ଦେଶ ବିଦେଶ ଧର୍ମ

୨୯ ଜାନୁଆରୀରୁ ଏହି ରାଶି ବ୍ୟକ୍ତିଙ୍କର ବଦଳିବ ଭାଗ୍ୟ, ବର୍ଷିବ ମା ଲକ୍ଷ୍ମୀଙ୍କ କୃପା, ଦୂର ହେବ ସମସ୍ତ ସମସ୍ୟା…

ନୂଆଦିଲ୍ଳୀ ୨୩।୦୧ : ୨୦୨୨ ବର୍ଷର ଆରମ୍ଭ ହୋଇସାରିଛି । ଜାନୁୟାରୀର ମାସ ସରିବାକୁ ମଧ୍ୟ ବସିଲାଣି । ଏଥି ପାଇଁ ଲୋକାମାନେ ତାଙ୍କ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ,ନିଜର ରାଶି ଗୁଡିକ ବିଷୟରେ ଜାଣିବାକୁ ଚାହାନ୍ତି। ଏହା ସହ ଗ୍ରହମାନଙ୍କର ପ୍ରଭାବ ହେତୁ ବ୍ୟକ୍ତିର ଜୀବନକୁ କିପରି ପ୍ରଭାବିତ କରିଥାଏ ତାହା ମଧ୍ୟ ଜାଣିବାକୁ ମିଳିଥାଏ । ୨୦୨୨ରେ ସମସ୍ତ ଗ୍ରହର ରାଶିଫଳ ପରିବର୍ତ୍ତନ ହେବ । ତେବେ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ୨୦୨୨ ବର୍ଷ କିଛି […]

ଖେଳ ଦେଶ ବିଦେଶ

ତୃତୀୟ ଦିନିକିଆ : ସମ୍ମାନ ରକ୍ଷା ପାଇଁ ପଡିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ, ଦଳରେ କରିବ ବଡ ପରିବର୍ତ୍ତନ !

ଭୁବନେଶ୍ୱର,୨୩/୦୧: ରବିବାର ସମ୍ମାନର ଲଢେଇ । ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦିନିକିଆ ସିରିଜ୍‌ ହାରିସାରିଥିବା ଭାରତ ଖେଳିବ ଅନ୍ତିମ ଦିନିକିଆ । ସମ୍ମାନ ବଞ୍ଚାଇବା ଲକ୍ଷ୍ୟରେ ଥିବା ଟିମ୍‌ ଇଣ୍ଡିଆ ତୃତୀୟ ଦିନିକିଆରେ ପଡିଆକୁ ଓହ୍ଲାଇବ । ଏହାସହ ଦଳର ବଡ ଧରଣର ଅଦଳବଦଳ କରିପାରନ୍ତି ଅଧିନାୟକ କେଏଲ ରାହୁଲ । କାରଣ ପୂର୍ବରୁ ଟେଷ୍ଟ ସିରିଜ୍‌ ହାରି ସାରିଥିବା ଭାରତ ଦିନିକିଆ ସିରିଜ୍‌ରେ ୦-୨ରେ ପଛୁଆ ରହିଛି । ତେଣୁ ତୃତୀୟ ମ୍ୟାଚ୍‌ ଜିତି ସମ୍ମାନ […]

ଦେଶ ବିଦେଶ ଲାଇଫ୍ ଷ୍ଟାଇଲ

ପୁଣି ଥରେ ଏକାଠି ହେବେ ନାଗା-ସାମନ୍ଥା ! ଛାଡପତ୍ର ପୋଷ୍ଟ ଡିଲିଟ୍ କଲେ ସାମନ୍ଥା ରୁଥ ପ୍ରଭୁ

ନୂଆଦିଲ୍ଳୀ ୨୩।୦୧ : ସାମନ୍ଥା ଓ ନାଗା ଚୈତନ୍ୟ ସାଉଥର ଲୋକପ୍ରିୟ ଯୋଡି ମଧ୍ୟରୁ ଅନ୍ୟତମ । ଦୁହିଁଙ୍କ ଛାଡପତ୍ର ଖବର ସମସ୍ତଙ୍କୁ ଚକିତ କରିଥିଲା । ସାମନ୍ଥା ଛାଡପତ୍ର ପରେ ନିଜ ପ୍ରଫେସନାଲ ଲାଇଫ ସହ ପର୍ସନାଲ ଲାଇଫ୍‌କୁ ନେଇ ଚର୍ଚ୍ଚାରେ ରହିଥିଲେ । ଏବଏ ସାମନ୍ଥାଙ୍କୁ ନେଇ ପୁଣି ଥରେ ଚର୍ଚ୍ଚା ଚାଲିଲାଣି। କିଛି ଦିନ ପୂର୍ବେ ଅଲଗା ହୋଇ ଯାଇଥିବା ନେଇ ସାମନ୍ଥା ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କୁ ଜଣାଇଥିଲେ। ହେଲେ ଏବେ ସାମନ୍ଥାଙ୍କ […]