ଜାତୀୟ ଭଲିବଲ୍ ଉଦ୍ଘାଟିତ: ବିଜୟରୁ ଓଡ଼ିଶା ପୁରୁଷ ଓ ମହିଳାଙ୍କ ଅଭିଯାନ
ଭୁବନେଶ୍ବର: ଭାରତୀୟ ଭଲିବଲ୍ ମହାସଂଘ (ଭିଏଫ୍ଆଇ) ଓ ଓଡ଼ିଶା ଭଲିବଲ୍ ସଂଘ (ଓଭିଏ)ର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ କିଟ୍ ବିଶ୍ବବିଦ୍ୟାଳୟର ବିଜୁ ପଟ୍ଟନାୟକ ଇନ୍ଡୋର ଷ୍ଟାଡିୟମ୍ରେ ୭୦ତମ ବରିଷ୍ଠ ଜାତୀୟ ଭଲିବଲ (ପୁରୁଷ ଓ ମହିଳା) ପ୍ରତିଯୋଗିତା ସୋମବାର ଉଦ୍ଘାଟିତ ହୋଇଛି। ପ୍ରଥମ ଦିବସରେ ଓଡ଼ିଶାର ଉଭୟ ପୁରୁଷ ଓ ମହିଳା ଦଳ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ପୁରୁଷ ଦଳ ୩-୦ (୨୫-୧୫, ୨୫-୨୨, ୨୫-୧୫) ସେଟ୍ରେ ବିହାରକୁ ଏବଂ ମହିଳା ଦଳ ୨-୦ (୨୫-୧୫, […]