ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବାଇକ୍ ପୋଡି, ଦୋକାନ ବାହାରେ ରଖିଥିବା ଗାଡି ଜାଳିଦେଲେ ଦୁର୍ବୃତ୍ତ
କଣ୍ଟାବାଞ୍ଝି ୨।୭: କଣ୍ଟାବାଞ୍ଝି ସହର ବେହେରା ପଡାର ଏକ ଦୋକାନ ବାହାରେ ଥିବା ବାଇକକୁ ଜାଳିଦେଲେ ଦୁର୍ବୃତ୍ତ । ଶୁକ୍ରବାର ବିଳମ୍ବିତ ରାତିରେ ଏଭଳି ଅଭାବୀନୟ ଘଟଣା ଘଟିଥିବା ବେଳେ ବାଇକ୍ ଜାଳୁଥିବା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ବାଇକ୍ ମାଲିକ ସ୍ଥାନୀୟ ଥାନାରେ ଅଭିଯୋଗ କରିଥିବା ବେଳେ ଘଟଣାସ୍ଥଳକୁ ପୋଲିସ ଏଯାଏଁ ପହଞ୍ଚି ନାହିଁ । ପୂର୍ବ ଶତ୍ରୁତା ଯୋଗୁଁ ଏଭଳି ଘଟଣା ଘଟିଥିବା ବୋଲି ସନ୍ଦେହ କରାଯାଉଛି । ବାଇକ୍ ମାଲିକଙ୍କ କହିବା […]