ମହିଳା ବିଶ୍ୱକପ : ବାଂଲାଦେଶକୁ ୨୩୦ ରନ୍ର ଟାର୍ଗେଟ୍ ଦେଲା ଭାରତ
ନୂଆଦିଲ୍ଲୀ ୨୨/୦୩: ମହିଳା ବିଶ୍ୱକପର କର ବା ମ୍ୟାଚରେ ବାଂଲାଦେଶକୁ ୨୩୦ ରନର ଟାର୍ଗେଟ୍ ଦେଇଚି ଭାରତ । ପ୍ରଥମେ ବ୍ୟାଟିଂ କରି ଭାରତ ୨୨୯ ରନ୍ କରିଛି । ଭାରତ ପକ୍ଷରୁ ୟାସ୍ତିକା ଭାଟିକା ସର୍ବାଧିକ ୫୦ ରନ୍ କରିଥିବା ବେଳେ ସେଫାଳି ବର୍ମା ୪୨ ଓ ସ୍ମୃତି ମନ୍ଧାନା ୩୦ ରନ୍ କରିଥିଲେ । ପୂର୍ବରୁ ଅଷ୍ଟ୍ରେଲିଆଠୁ ହାରି ଦଳ ବ୍ୟାକ୍ ଫୁଟରେ ରହିଛି । ଦଳକୁ ସେମିଫାଇନାଲରେ ପହଁଚିବାକୁ ବେଲେ ବାଲାଂଦେଶକୁ ପରାସ୍ତ […]