ପତ୍ନୀଙ୍କୁ ଛାଡପତ୍ର ଦେବେ ମହାଭାରତର ଯୁଧିଷ୍ଠିର, ୪ବର୍ଷ ହେଲା ରହୁଛନ୍ତି ଅଲଗା
ନୂଆଦିଲ୍ଳୀ ୦୩।୦୪ : ଟେଲି ଧାରାବାହିକ ଲୋକପ୍ରିୟ ସିରିଏଲ ମହାଭାରତରେ ଯୁଧିଷ୍ଠିର ଭୂମିକାରେ ନଜର ଆସିଥିଲେ ରୋହିତ ଭରଦ୍ୱାଜ। ଏହି ଚରିତ୍ର ପାଇଁ ସେ ବେଶ୍ ଲୋକପ୍ରିୟ ମଧ୍ୟ ହୋଇଥିଲେ। ଏବେ ରୋହିତ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଖୁଲାସା କରିଛନ୍ତି। ଗତ କିଛିଦିନ ହେଲାଣି ରୋହିତଙ୍କୁ ଛୋଟ ପରଦାରେ ଦେଖିବାକୁ ମିଳୁନାହିଁ। ଯାହାର କାରଣ ଏବେ ଜଣାପଡିଛି। ଅଭିନେତା ରୋହିତ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ବହୁତ ଚିନ୍ତିତ ଅଛନ୍ତି, ଯାହାର ପ୍ରଭାବ ତାଙ୍କ ବୃତ୍ତିଗତ […]