ଦେଖନ୍ତୁ ଛାତ୍ରଛାତ୍ରୀଙ୍କ ସହ ତାଳରେ ତାଳ ମିଳାଇ କିପରି ନାଚୁଛନ୍ତି ମହିଳା ଆଇଏଏସ
ନୂଆଦିଲ୍ଲୀ: ସୋସିଆଲ ମିଡିଆ ଏପରି ଏକ ମାଧ୍ୟମ ପାଲଟିଛି, ଯେଉଁଠାରେ ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ବଡ ବଡିଆ ପର୍ଯ୍ୟନ୍ତ ସମସ୍ତେ ଧମାଲ କରୁଛନ୍ତି। ସୋସିଆଲ ମିଡିଆରେ ପୋଷ୍ଟ ହେଉଥିବା କିଛି ଭିଡିଓ ରାତାରାତି ଭାଇରାଲ ହୋଇଯିବା ହେତୁ , ଉକ୍ତ ଭିଡିଓରେ ଥିବା ବ୍ୟକ୍ତି ବି ଚର୍ଚ୍ଚାକୁ ଚାଲି ଆସିଥାଆନ୍ତି। ଏହି କ୍ରମରେ ଏକ ଭିଡିଓ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ କେରଳର ଜଣେ ଆଇଏଏସ୍ ଅଧିକାରୀ ଛାତ୍ରଛାତ୍ରୀମାନଙ୍କ ସହ ନାଚୁଥିବାର ନଜର […]