ଚେନ୍ନାଇ ଓ ମୁମ୍ବାଇର ଚତୁର୍ଥ ପରାଜୟ: ହାଇଦ୍ରାବାଦ ଖାତା ଖୋଲିଲା
ମୁମ୍ବାଇ: ୪ ଥର ବିଜେତା ଚେନ୍ନାଇ ସୁପର୍ କିଙ୍ଗ୍ସ ଚଳିତ ସଂସ୍କରଣରେ ଲଗାତାର ୪ ପରାଜୟ ବରଣ କରିଛି। ରବୀନ୍ଦ୍ର ଜାଦେଜାଙ୍କ ନେତୃତ୍ବରେ ନୂଆ ଋତୁ ଅଭିଯାନ ଆରମ୍ଭ କରିଥିବା ଏହି ଅନ୍ୟତମ ସଫଳ ଦଳକୁ ଶନିବାର ସନ୍ରାଇଜର୍ସ ହାଇଦ୍ରାବାଦ ଅତି ସହଜରେ ୮ ୱିକେଟ୍ରେ ହରାଇ ଦେଇଛି। ଏଥି ସହ ଚେନ୍ନାଇ ପଏଣ୍ଟ ଟେବୁଲ୍ ଶେଷ ୨ ସ୍ଥାନରେ ରହି ଲଜ୍ଜିତ ହୋଇଛି। ଅନ୍ୟପକ୍ଷରେ କେନ୍ ୱିଲିୟମ୍ସନ୍ଙ୍କ ଦଳ ତୃତୀୟ ମ୍ୟାଚ୍ରୁ ପ୍ରଥମ ବିଜୟ ସହ […]