ରାଜଧାନୀ ପ୍ରତିଷ୍ଠା ଦିବସ: ସରକାରୀ ସ୍ବାସ୍ଥ୍ୟସେବା ନିଅଣ୍ଟ
ଗାର୍ଗୀ ଶତପଥୀ ରାଜଧାନୀରେ ଜନସଂଖ୍ୟା ଯେତିକି ବଢ଼ୁଛି ସେହି ଅନୁପାତରେ ସରକାରୀ ସ୍ବାସ୍ଥ୍ୟସେବା ଉପଲବ୍ଧ କରାଇବାରେ ସରକାର ସଫଳ ହୋଇ ନାହାନ୍ତି। ଏମ୍ସ ଭଳି ଜାତୀୟସ୍ତରର ହସ୍ପିଟାଲ ଥିଲେ ମଧ୍ୟ ସରକାରୀ ହସ୍ପିଟାଲ୍ରେ ଅତ୍ୟାଧୁନିକ ସ୍ବାସ୍ଥ୍ୟସେବା ସ୍ବପ୍ନ ହୋଇ ରହିଛି। ରାଜଧାନୀର ଦୁଇ ବଡ଼ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ର ଏମ୍ସ ଓ କ୍ୟାପିଟାଲ ହସ୍ପିଟାଲ ଆଜି ମଧ୍ୟ ରେଫେରାଲ୍ ହସ୍ପିଟାଲ ହୋଇ ରହିଯାଇଛନ୍ତି। ଗୁରୁତର ରୋଗୀଙ୍କୁ ଏହି ଦୁଇ ହସ୍ପିଟାଲ କଟକ ଏସ୍ସିବି ମେଡିକାଲକୁ ରେଫର୍ କରୁଛନ୍ତି। ସେହିଭଳି […]