ସ୍କୁଲ ଚାଉଳ ବିକ୍ରି କରିବାକୁ ଯାଇ ଶିକ୍ଷକ ହାଟହଟା ! ସାର୍ଟ ଚିରି ମାଡ ମାରିଲେ…
ଦାରିଙ୍ଗବାଡି: ସ୍କୁଲ ଚାଉଳ ବିକ୍ରି କରିବାକୁ ଯାଇ ଶିକ୍ଷକ ହେଲେ ହାଟହଟା । ଚାଉଳ ପାଇଁ ଟଙ୍କା ନେଇଗଲେ, ହେଲେ ନା ଦେଉଛନ୍ତି ଚାଉଳ ନା ଗାଡି ଭଡା । ଏପରିକି ଫୋନ ଉଠାଉ ନାହାନ୍ତି କି ଧରାଛୁଆ ମଧ୍ୟ ଦେଉନାହାନ୍ତି । ଯାହାକୁ ନେଇ ଗୁରୁବାର ବୁଡ଼ାଗୁଡା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଦେଖିବାକୁ ମିଳିଥିଲା ଅପ୍ରିତିକର ପରିସ୍ଥିତି । ଟଙ୍କା ଦେଇଥିବା ବ୍ୟକ୍ତି ଜଣକ ସ୍କୁଲକୁ ଆସି ହଙ୍ଗାମା କରିବା ସହ ଶିକ୍ଷକଙ୍କ […]