ଅପରାଧ ରାଜ୍ୟ

ଦୀର୍ଘଦିନର ଦାବି ପରେ ଶୁଣିଲାନି ପୋଲିସ, ଆଇନକୁ ହାତକୁ ନେଲେ ଜମାକାରୀ: ବେଗୁନିଆ ଥାନା ଘେରିଲେ

ଖୋର୍ଦ୍ଧା ୧୭/୦୫: ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ଅଧିନସ୍ଥ ରାଉତପଡା ସଂପ୍ରସାରିତ ଶାଖାର ଜମାକାରୀ ମାନେ ପ୍ରାୟ ଏକକୋଟି ପଚାଶ ଲକ୍ଷ ଟଙ୍କା ହଡପ ହୋଇଥିବା ସମ୍ବନ୍ଧରେ ବ୍ୟାଙ୍କ କର୍ତ୍ତୃପକ୍ଷ ଏବଂ ଜିଲ୍ଲାପାଳ ଖୋର୍ଦ୍ଧାଙ୍କୁ ଅବଗତ କରାଥିଲେ । ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଆଦେଶକ୍ରମେ ବ୍ୟାଙ୍କ କର୍ତ୍ତୃପକ୍ଷ ହଡପକାରୀମାନଙ୍କ ବିରୋଧରେ ଥାନାରେ ଏତଲା ଦାୟର କରିଥିଲେ । ଇତି ମଧ୍ୟରେ ଦୀର୍ଘଦିନ ବିତିଯାଇଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ କୌଣସି କର୍ଯ୍ୟାନୁଷ୍ଠାନ ହୋଇନାହିଁ । ଜମା ଟଙ୍କା ଫେରସ୍ତ ପାଇବା […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ଶେଷ ସପ୍ତାହରୁ ଯୁକ୍ତ ୨ ମୂଲ୍ୟାୟନ

ଭୁବନେଶ୍ୱର : ଯୁକ୍ତ୨ ପରୀକ୍ଷା ଆସନ୍ତା ୩୧ ତାରିଖରେ ଶେଷ ହେବ। ତା’ ପୂର୍ବରୁ ଖାତା ମୂଲ୍ୟାୟନ ପ୍ରକ୍ରିୟା ଆରମ୍ଭ କରିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଯୋଜନା ପ୍ରସ୍ତୁତ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ଶେଷ ହୋଇଥିବା ବିଷୟଗୁଡ଼ିକର ମୂଲ୍ୟାୟନ ମେ’ ଶେଷ ସପ୍ତାହରୁ ଆରମ୍ଭ କରାଯିବ। ପରୀକ୍ଷା ସରିବା ପରେ ସମସ୍ତ ବିଷୟର ଖାତାଗୁଡ଼ିକର ମୂଲ୍ୟାୟନ କରାଯିବ। ସମ୍ପୂର୍ଣ୍ଣ ବିଷୟଗୁଡ଼ିକର ମୂଲ୍ୟାୟନ ଲାଗି ୨୪ରୁ ୨୬ଦିନ ଲାଗିବ। ଅର୍ଥାତ୍‌ ଜୁନ୍‌ ୨୦ ଭିତରେ ଖାତା […]

ଅପରାଧ ରାଜ୍ୟ

ଓଲଟିଲା ବୋଲେରୋ: ୧୪ ପକେଟ୍ ଗଞ୍ଜେଇ ଛାଡ଼ି ଡ୍ରାଇଭର ଓ ବ୍ୟବସାୟୀ ଫେରାର୍

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଥାନା ଅନ୍ତର୍ଗତ କୁଟୁଣିପଦର ବ୍ରିଜ ନିକଟରେ ଚୋରାରେ ଚାଲାଣ ହେଉଥିବା ଗଞ୍ଜେଇ ଭର୍ତ୍ତି ବୋଲେରୋ ଗାଡ଼ି ଭାରସାମ୍ୟ ହରାଇ ଓଲଟିପଡ଼ିଛି। ବୋଲେରୋଟି ଓଲଟି ପଡ଼ିବା ପରେ ଗାଡ଼ି ଭିତରେ ଥିବା ୧୪ ପକେଟ୍ ଗଞ୍ଜେଇ ବାହାର କରି ବ୍ରିଜ୍ ନିକଟରେ ଫୋଫାଡି ଦେଇ ଗଞ୍ଜେଇ ବ୍ୟବସାୟୀଙ୍କ ସମେତ ଡ୍ରାଇଭର ଫେରାର୍ ହୋଇଯାଇଛନ୍ତି। ଏବେ ବି ଓଲଟି ପଡ଼ିଥିବା ବୋଲେରୋ ସହ ୧୪ ପକେଟ୍ ଗଞ୍ଜେଇ ସେଠାରେ ହିଁ ପଡ଼ିରହିଛି। ପୁଲିସ କିଛି […]

ଅପରାଧ ରାଜ୍ୟ

ନିଆଁଲାଗି ଜଳିଗଲେ ୱାର୍ଡସଭ୍ୟା ସରସ୍ବତୀ

ତାରପୁର : ଜଗତ୍‌ସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ୍ ବିଦ୍ୟାଧରପୁର ଗ୍ରାମ ପଞ୍ଚାୟତ ୧ ନମ୍ବର ୱାର୍ଡସଭ୍ୟା ସରସ୍ବତୀ ସେଠୀ(୫୨) ସୋମବାର ଦିନ ନିଆଁରେ ପୋଡ଼ି ହୋଇ ପ୍ରାଣ ହରାଇବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଆଜି ଦିନ ପ୍ରାୟ ସାଢ଼େ ୧୦ଟା ବେଳେ ସରସ୍ବତୀଙ୍କୁ ଶରୀରର ୮୦ ଭାଗ ପୋଡ଼ି ଯାଇଥିବା ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ଅଗ୍ନିଶମ ବିଭାଗ ଓ ପରେ ଅଧାବାଟରୁ ଆମ୍ବୁଲାନ୍ସରେ ଜଗତସିଂହପୁର ଜିଲ୍ଲା ମୁଖ୍ୟଚକିତ୍ସାଳୟକୁ ନିଆଯାଇଥିଲା। ସେଠାରୁ ତୁରନ୍ତ କଟକ ବଡ଼ଡାକ୍ତରଖାନାକୁ […]

ଅପରାଧ ରାଜ୍ୟ

ଯୁବତୀଙ୍କୁ ଅପହରଣ ଉଦ୍ୟମ: ଯୁବକକୁ ପିଟିପିଟି ମାରିଦେଲେ ଗ୍ରାମବାସୀ

ପୁରୀ : ଏକତରଫା ଭାବେ ପ୍ରେମ କରୁଥିବା ଜଣେ ଯୁବତୀଙ୍କୁ ଅପହରଣ କରିବାକୁ ନିଜ ସହଯୋଗୀଙ୍କ ସହ ଯାଇଥିବା ଜଣେ ଯୁବକଙ୍କର ସୋମବାର ଦିନ ଗାଁ’ଲୋକଙ୍କ ମାଡ଼ରେ ମୃତ୍ୟୁଘଟିଛି। ଗ୍ରାମବାସୀଙ୍କ ସଂଘବଦ୍ଧ ଆକ୍ରମଣରେ ସମଙ୍ଗରା ଗାଁର ଏହି ଯୁବକ ମୁନା ପ୍ରଧାନ(୨୮) ଗୁରୁତର ଆହତ ହୋଇଥିବା ବେଳେ ଖବର ପାଇ ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୁନାକୁ ଗୁରୁତର ଅବସ୍ଥାରେ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। ମାତ୍ର ସେଠାରେ ତାର ସ୍ବାସ୍ଥ୍ୟବସ୍ଥା ସଂକଟାପନ୍ନ ହେବାରୁ […]

ଅପରାଧ ରାଜ୍ୟ

ମନ୍ଦିର ପରିସରରେ ମାତିଲେ ଲୁଟେରା, କାଟିନେଲେ ୩୦ ଲକ୍ଷ ଟଙ୍କାର ଚନ୍ଦନ ଗଛ

ଭୂବନ ୧୭/୦୫: ବିଳମ୍ୱିତ ରାତିରେ ମାତିଲେ ଲୁଟେରା । ସୋମବାର ବିଳମ୍ୱିତ ରାତିରେ ମନ୍ଦିର ପ୍ରାଙ୍ଗଣରୁ ଚନ୍ଦନ ଗଛ କାଟି ନେଇଛନ୍ତି ଦୁର୍ବୃତ୍ତ । ଏପରି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ଭୁଷଳ ଗ୍ରାମ ଝରଣେଶ୍ବର ମନ୍ଦିର ପ୍ରାଙ୍ଗଣରେ । ଆଜିକୁ କୋଡିଏ ବର୍ଷ ହେବ ଗ୍ରାମବାସୀ ମନ୍ଦିର ପ୍ରାଙ୍ଗଣରେ ଦୁଇଟି ଚନ୍ଦନ ଗଛ ଲଗାଇଥିଲେ । କିନ୍ତୁ ଗତକାଲି ରାତିରେ ଦୁଇଟିରୁ ଗୋଟିଏ ଗଛ ଦୁର୍ବୃତ୍ତମାନେ କାଟି ନେଇଥିବା ବେଳେ […]

ଅପରାଧ ରାଜ୍ୟ

ଘରୋଇ କଳହର କରୁଣ ପରିଣତି, ପୁଅର ଚାପୁଡାରେ ବାପାର ଜୀବନ ଗଲା

ଘଟଗାଁ, ୧୬।୦୫: କେନ୍ଦୁଝର ଜିଲ୍ଲା ଦୈତାରୀ ଥାନା ମହୁଲପଙ୍ଗା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ପୁଅର ଚାପୁଡା ମାଡରେ ବାପର ମୃତ୍ୟୁ ହୋଇଛି । ମୃତକ ହେଲେ ଶଙ୍କରା ମାଝୀ । ଅଭିଯୁକ୍ତ ପୁଅ ଲକ୍ଷଣ ମାଝୀକୁ ଅଟକରଖି ପୋଲିସ ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି । ଗତକାଲି ଦିନ ୧୨ଟା ସମୟରେ କୌଣସି କାରଣରୁ ବାପ-ପୁଅଙ୍କ ମଧ୍ୟରେ ଝଗଡା ହୋଇଥିଲା । ପରେ ଉତ୍ତ୍ୟକ୍ତ ହୋଇ ଲକ୍ଷ୍ମଣ ମାଝି ତାଙ୍କ ବାପାଙ୍କୁ ଏକ […]

ଅପରାଧ ରାଜ୍ୟ

ବିବାହ ପାଇଁ ଝିଅ ବିକ୍ରି, ଚାକିରି ଦେବା ବାହାନାରେ ବାହାର ରାଜ୍ୟକୁ ଚାଲାଣ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲାରେ ବିବାହ ପାଇଁ ଝିଅ ବିକ୍ରି! ଚାକିରି ଦେବା ବାହାନାରେ ବାହାର ରାଜ୍ୟକୁ ଚାଲାଣ କରିବାପରେ ଲକ୍ଷାଧିକ ଟଙ୍କାରେ ବିକ୍ରି କରାଯାଉଛି। ଏହି ଜାଲରେ ସହଜରେ ଫସିଯାଉଛନ୍ତି ଗରିବ ଓ ଅଭାବୀ ଘରର ଝିଅମାନେ। ବିକ୍ରି ହୋଇଥିବା ଜଣେ ଯୁବତୀଙ୍କୁ ମଧ୍ୟପ୍ରଦେଶରୁ ଉଦ୍ଧାର ପରେ ଏହିଭଳି ଏକ ସମ୍ବେଦନଶୀଳ ଘଟଣା ସାମ୍‌ନାକୁ ଆସିଛି। ସୂଚନା ଅନୁସାରେ, ସୁନ୍ଦରଗଡ଼ ସଦର ଥାନା ଅଞ୍ଚଳର ଜଣେ ୨୨ ବର୍ଷୀୟା ଯୁବତୀଙ୍କ ବିବାହ ପାଖ ଗାଁରେ ସ୍ଥିର […]

ଅପରାଧ ରାଜ୍ୟ

ପରକୀୟା ପ୍ରୀତି ସନ୍ଦେହରେ ପ୍ରଜାକୋର୍ଟ, ଫାଟକରେ ଯୁବକ ଏବଂ ବିଧବା ମହିଳାଙ୍କୁ ବାନ୍ଧିଲେ ଲୋକେ

ଯାଜପୁର, ୧୬/୦୫: ପରକୀୟା ପ୍ରୀତି ସନ୍ଦେହରେ ପ୍ରଜାକୋର୍ଟ । ଗାଁ ଦାଣ୍ଡରେ ଯୁବକ ଓ ବିଧବା ମହିଳାଙ୍କୁ ବାନ୍ଧି ପ୍ରଜାକୋର୍ଟ କଲେ ଲୋକେ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ସଂସାଇଲୋ ଗ୍ରାମରେ । ସୂଚନା ମୁତାବକ ସଂସାଇଲୋ ଗ୍ରାମର ଅନୁସୂଚିତ ଜାତି ସଂପ୍ରଦାୟର ଜଣେ ବିଧବା ମହିଳାଙ୍କ ଘରକୁ ସ୍ଥାନୀୟ ଅତା ଗ୍ରାମର ଗଗନ ମଲିକ ନାମକ ଜଣେ ଯୁବକ ସବୁ ସମୟରେ ଯିବା ଆସିବା କରନ୍ତି । […]

ଅପରାଧ ରାଜ୍ୟ

ରାଜ୍ୟ ବାହାରକୁ ଗଞ୍ଜେଇ ଚାଲାଣ ବେଳେ ମାଡିବସିଲା ପୋଲିସ, ୨ ଗିରଫ

ଲମତାପୁଟ ୧୭।୦୫: କାରରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ । କୋରାପୁଟ ଜିଲ୍ଲା ଲମତାପୁଟ ସୁର୍ମି ଗାଁରୁ ହରିୟାଣାକୁ ଗଞ୍ଜେଇ ଚୋରା ଚାଲଣ ବେଳେ ମାଡିବସିଲା ଲମତାପୁଟ ପୋଲିସ। । ଗିରଫ ବ୍ୟକ୍ତି ମାଛକୁଣ୍ଡ ଥାନା ସୂର୍ମି ଗାଁର ସୋନ୍ତୋଷ ଖେମୁଣ୍ଡୁ ଏବଂ ସମେଶ୍ ନିରିକି ବୋଲି ଜଣା ପଡ଼ିଛି । ଖବର ଅନୁଯାୟୀ, କୋରାପୁଟ ଏସପିଙ୍କ ନିର୍ଦ୍ଦେଶ କ୍ରମେ ନନ୍ଦପୁର ଏସଡ଼ିପିଓ ଙ୍କ ନେତୃତ୍ଵ ରେ ମାଛକୁଣ୍ଡ , ଲମତାପୁଟ ପୋଲିସ […]