ମିଲର୍ଙ୍କ ହାତରେ ଧାନ ସଂଗ୍ରହ ବ୍ୟବସ୍ଥା, ପ୍ରତିବର୍ଷ ୩ ହଜାର କୋଟି ଦୁର୍ନୀତି ଅଭିଯୋଗ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଭୁବନେଶ୍ବର : ଧାନ ବିକ୍ରିରେ ପ୍ରତିବର୍ଷ ସର୍ବନିମ୍ନ ୩ ହଜାର କୋଟି ଟଙ୍କାର ଦୁର୍ନୀତି ହେଉଛି। ଧାନ କ୍ରୟ ବ୍ୟବସ୍ଥାକୁ ମିଲରମାନଙ୍କ ହାତକୁ ଟେକି ଦିଆଯାଇଛି। ଧାନସଂଗ୍ରହ ଅବ୍ୟବସ୍ଥା ବିରୋଧରେ ଧାରଣା ଦେବା ସହିତ ଏହି ଅଭିଯୋଗ କରିଛନ୍ତି ଓଡ଼ିଶା ବଞ୍ଚାଅ […]









