ରକ୍ତମୁଖା ପୁଲିସ, ବନ ବିଭାଗ: ୧୩ ବର୍ଷରେ ୨୦ ହାଜତ ମୃତ୍ୟୁ; ୫ ଜଣଙ୍କୁ ସମୁଦ୍ର ଭିତରେ ଗୁଳି
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. କଟକ,(ଚିରଂଜୀବ କର): ଓଡ଼ିଶା ପୁଲିସ ରେକର୍ଡରେ ଗଲା ୧୩ ବର୍ଷ ଭିତରେ ପୁଲିସ ହାଜତରେ ୧୯ ଜଣଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ରହିଛି। କିନ୍ତୁ ଓଡ଼ିଶାର ବନ ବିଭାଗ ଇତିହାସରେ ପ୍ରଥମ ଥର ହାଜତ ମୃତ୍ୟୁ ଅଭିଯୋଗ ଆସିଛି। କିନ୍ତୁ ସମୁଦ୍ର […]









