ପତ୍ନୀଙ୍କ ପାଇଁ ତୋଳିଦେଲେ ୮କୋଟିର ମନ୍ଦିର
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଯାଜପୁରସଦର/ମଇଁଦା : ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ୍ ଚିକଣା ଗ୍ରାମରେ ଗଢ଼ିଉଠିଛି ଏହି ସୁନ୍ଦର କାରୁକାର୍ଯ୍ୟ ଭରା ମନ୍ଦିର। ୩ ଏକର ପରିମିତ ଜମି ଉପରେ ଠିଆ ହୋଇଥିବା ଏହି ମନ୍ଦିରର ଉଚ୍ଚତା ୬୪ଫୁଟ। ଦକ୍ଷିଣ ଭାରତୀୟ ଶୈଳୀରେ ଏହା ନିର୍ମିତ […]









