ବାହୁଙ୍ଗୀ ବଦଳରେ ବୋଲବମ୍ ଭକ୍ତଙ୍କ ହାତରେ ମଦ ବୋତଲ
ପୁରୀ ୧୮।୭: ଶ୍ରାବଣ ମାସର ପ୍ରଥମ ସୋମବାର । ଶୈଠପୀଠରେ ଲାଗିଛି କାଉଡିଆଙ୍କ ଭିଡ । ଭକ୍ତି ଓ ନିଷ୍ଠାର ସହ ଶିବ ଲିଙ୍ଗରେ ପାଣି ଢାଳୁଛନ୍ତି ଶ୍ରଦ୍ଧାଳୁ । ତେବେ ପୁରୀରେ ଦେଖିବାକୁ ମିଳିଛି ଅଦ୍ଭୁତ ଦୃଶ୍ୟ । ବୋଲବମ୍ ଭକ୍ତ ମଦ ଦୋକାନରେ ଦେଖିବାକୁ ମିଳିଛି । ଜଣେ ବୋଲବମ୍ ଭକ୍ତ ପୁରୀ କୁମ୍ଭାରପଡା ଛକ ନିକଟରେ ଥିବା ମଦ ଦୋକାନରୁ ମଦ କିଣୁଥିବା ଦେଖିବାକୁ ମିଳିଛି । ହାତରେ ମଦ ବୋତଲ ଧରି […]
