୬ ବର୍ଷର ଶିଶୁକୁ ଦୁଷ୍କର୍ମ କଲେ ମୌଳବୀ, ବାନ୍ଧିଲା ପୋଲିସ
ନୂଆଦିଲ୍ଲୀ,୨୮/୦୭: ଭୟଙ୍କର ଘଟଣା । ୬ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ କଲେ ମୌଳବୀ । ଏପରି ଅଭାବନୀୟ ଘଟଣା ଘଟିଛି ଉତ୍ତର ପ୍ରଦେଶର ସମ୍ଭଲରେ । ପୋଲିସ ଅଭିଯୁକ୍ତ ମୌଳବୀଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି । ସୂଚନାନୁସାରେ, ପ୍ରଥମେ ନାବାଳିକାଙ୍କ ମାଆ ପୋଲିସରେ ଅଭିଯୋଗ କରିଥିଲେ । ସେ କହିଥିଲେ ଯେ, ଅଭିଯୁକ୍ତ ଶିଶୁ ସହ ମଙ୍ଗଳବାର ଦୁଷ୍କର୍ମ କରିଥିଲା । ମସଜିଦ ନିକଟବର୍ତ୍ତୀ ଏକ କୋଠରୀରେ ଶିଶୁଟି ଦୁଷ୍କର୍ମର ଶିକାର ହୋଇଥିଲା । […]