‘ପଠାନ୍’ପାଇଁ ଦୁଇ ବର୍ଷ ପରିଶ୍ରମ କରିଛନ୍ତି କିଙ୍ଗ ଖାନ୍
ମୁମ୍ବାଇ ୩୧।୦୭: ପ୍ରାୟ ୫୭ ବର୍ଷ ବୟସରେ ମଧ୍ୟ ଚର୍ଚ୍ଚାରେ ଶାହରୁଖ ଖାନ । ବର୍ତ୍ତମାନ ସେ ଯାହା କରି ଦେଖାଇ ଦେଇଛନ୍ତି ଏବେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଏମିତିରେ ସେ ଅନେକଙ୍କୁ ଟକ୍କର ଦେବାରେ ସମର୍ଥ। ଏଥିପାଇଁ ସେ ଦୁଇବର୍ଷ ହେବ ଶରୀରରୁ ସ୍ୱେଦ ଝରାଇ ଶରୀରକୁ ଆହୁରି ମଜଭୁତ କରିଛନ୍ତି। ବର୍ତ୍ତମାନ ବଲିଉଡରେ ଫିଲ୍ମ ‘ପଠାନ’ରେ ତାଙ୍କ ଲୁକ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ନିଜଠାରୁ ବୟସରେ ଅନେକ ସାନ ଅଭିନେତାମାନଙ୍କୁ ମଧ୍ୟ […]