ଅପରାଧ ରାଜ୍ୟ

କେନାଲରେ ଭାସୁଛି ଅଜଣା ମୃତଦେହ, ଦୁର୍ଘଟଣା ନା ଆତ୍ମହତ୍ୟା ବଢିଲା ସସପେନ୍ସ

ବାଲିପାଟଣା ୦୯/୦୮: କେନାଲରେ ଭାସୁଛି ଅଜଣା ମୃତଦେହ । ବାଲିଅନ୍ତା ଥାନା ସିଙ୍ଗଡ଼ା ଭୋଇ ସାହି ନିକଟ ଗୋପ ଶାଖା କେନାଲରେ ମୃତଦେହଟି ଭାସୁଛି । ମୃତଦେହଟି କାହାର ଏବଂ ଏଠାକୁ କିପରି ଆସିଛି ତାହା ଜଣାପଡ଼ି ନାହିଁ । ଆଜି ସକାଳୁ କେନାଲରେ ମୃତଦେହଟି ଭାସୁଥିବା ଲୋକେ ଦେଖିଥିଲେ । ଖବର ପାଇ ବାଲିଅନ୍ତା ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ କରୁଛି । ମୃତଦେହଟି ଜଣେ ଯୁବକର । ବୟସ ୩୦ ରୁ ୩୫ ହେବ […]

ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ରାଜ୍ୟରେ କମିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୮୭ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର ୦୯।୦୮ : ରାଜ୍ୟରେ ଉପର ମୁହାଁ କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୮୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୮୫ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୨୦୨ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୮୨ ଜଣ ସଂକ୍ରମିତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୩୧୯୫୨୭କୁ ବୃଦ୍ଧି ପାଇଛି […]

ଅପରାଧ ରାଜ୍ୟ

ବାହାଘରକୁ ବର୍ଷେ ପୁରିନି; ନବ ବଧୂଙ୍କ ସନ୍ଦେହ ଜନକ ମୃତ୍ୟୁ, ତଦନ୍ତ କରୁଛି ପୋଲିସ

ନୀଳଗିରି ୦୮/୦୮: ନୀଳଗିରି ଥାନା ଅନ୍ତର୍ଗତ ବାଉଁଶବଣିଆ ପଞ୍ଚାୟତ ମାନଗଡ଼ ଅଞ୍ଚଳରେ ଜଣେ ନବବିବାହିତା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ମୃତକ ହେଲେ ପ୍ରଫୁଲ୍ଲ କୁମାର ବାରିକଙ୍କ ସ୍ତ୍ରୀ ମଧୁସ୍ମିତା। ଖବର ଅନୁସାରେ, ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅଧୀନ ଗେଣ୍ଡାଗଡ଼ିଆର ଅଜୟ ବାରିକଙ୍କ ଝିଅ ମଧୁସ୍ମିତାଙ୍କୁ ବୈଦିକ ରିତିନୀତିରେ ବିବାହ କରିଥିଲେ। ସୋମବାର ସନ୍ଧ୍ୟାରେ ୧୦୮ ଆମ୍ବୁଲାନ୍ସ ଯୋଗେ ମଧୁସ୍ମିତାଙ୍କୁ ନୀଳଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା।କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅଜୟ […]

ଦେଶ ବିଦେଶ ଧର୍ମ ସ୍ପେଶାଲ ରିପୋର୍ଟ

ଧର୍ମରୁ ଉର୍ଦ୍ଧ୍ୱରେ ଜ୍ଞାନ, ରାମାୟଣ କ୍ୱିଜ୍‌ ପ୍ରତିଯୋଗିତାରେ ବିଜୟୀ ହୋଇ ଏକଥା ପ୍ରମାଣ କରିଦେଖାଇଲେ କେରଳର ଦୁଇ ମୁସ୍ଲିମ ଛାତ୍ର

ମଲପ୍ପୁରମ: ଧର୍ମ ନାଁରେ କୌଣସି ବର୍ଗରେ ସୀମିତ ରହିଲେ ଜ୍ଞାନ ଆହରଣ କରି ହୁଏନା। ଜ୍ଞାନ ଧର୍ମ ଠାରୁ ବହୁ ଉର୍ଦ୍ଧ୍ୱରେ। ଏକଥା ପ୍ରମାଣ କରିଦେଖାଇଛନ୍ତି କେରଳର ମଲପ୍ପୁରମର ଦୁଇ ମୁସ୍ଲିମ ଛାତ୍ର। ରାମାୟଣରେ ହୋଇଥିବା କ୍ୱିଜ୍ ପ୍ରତିଯୋଗିତାରେ ଏହି ଦୁଇ ଛାତ୍ର ବିଜୟୀ ହୋଇଛନ୍ତି। ପ୍ରତିଯୋଗିତାରେ ବିଜୟୀ ହେବା ପରେ ଦୁଇ ଛାତ୍ର ଯେଉଁ ମେସେଜ୍ ଦେଇଛନ୍ତି ତାହା ଆଜିର ଚରମପନ୍ଥୀମାନେ ଜାଣିବା ନିହାତି ଦରକାର। ରାମାୟଣ କ୍ୱିଜ୍ ପ୍ରିତଯୋଗିତା ଜିତିଥିବା ଦୁଇ ମୁସ୍ଲିମ ଛାତ୍ର […]

ଅପରାଧ ରାଜ୍ୟ

ବୋହୂର ମୃତ୍ୟୁ ପରେ ସ୍ୱାମୀ, ଶାଶୂ- ଶ୍ୱଶୁର ଫେରାର : ହତ୍ୟା ଅଭିଯୋଗ ଆଣିଲେ ବାପଘର ଲୋକେ

କେନ୍ଦ୍ରାପଡା ୦୭/୦୮: ବୋହୂକୁ ମାରିଦେଲେ ! କେନ୍ଦ୍ରାପଡ଼ା ଜିଲ୍ଲା ସଦରଥାନା ଅନ୍ତର୍ଗତ ଚାନ୍ଦୋଳ ଅନ୍ତପୁର ଗ୍ରାମରେ ବଧୂ ହତ୍ୟା ଅଭିଯୋଗ ହୋଇଛିl ସୂଚନାନୁସାରେ, ଗାଁର ଶଙ୍କର ମଲିକଙ୍କ ସ୍ତ୍ରୀ ସସ୍ମିତା ମଲ୍ଲିକଙ୍କ ମୃତଦେହ ଶାଶୂ ଘରେ ପଡ଼ିଥିବା ଦେଖିବାକୁ ମିଳିଥିଲାl ଏ ନେଇ ସସ୍ମିତାଙ୍କ ଶ୍ୱଶୁର ବୋହୂର ବାପାଙ୍କୁ ଖବର ଦେଇଥିଲେ । ବାପାଘର ଲୋକ ପହଁଚି ଝିଅ ମରି ପଡିଥିବା ଦେଖିବାକୁ ପାଇଥିଲେ l ଝିଅ ସସ୍ମିତାଙ୍କୁ ଜ୍ୱାଇଁ ଶଙ୍କର ମଲ୍ଲିକ ହତ୍ୟା କରିଥିବା ଝିଅର […]

ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ରାଜ୍ୟରେ କମିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୩୦ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର ୦୭।୦୮ : ରାଜ୍ୟରେ ଉପର ମୁହାଁ କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭୩୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୨୭ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୩୦୩ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୧୩୦ ଜଣ ସଂକ୍ରମିତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୩୧୮୮୭୫କୁ ବୃଦ୍ଧି ପାଇଛି […]

ଅପରାଧ ରାଜ୍ୟ

ଚୋରା ଚାଲାଣ ବେଳେ ଗୋରୁଗାଡି ଦୁର୍ଘଟଣାଗ୍ରସ୍ତ, ୧୦ ଗାଈ ମୃତ

ଯାଜପୁର ୦୭/୦୮: ଦୁର୍ଘଟଣାଗ୍ରସ୍ତ ହେଲା ଗୋରୁ ବୋଝେଇ ଟ୍ରକ୍ । ୧୬ ଜାତୀୟ ରାପଥ ନିକଟ ବ୍ରଜନଗର ଠାରେ ଭରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟିଛି ଗୋରୁ ବୋଝେଇ ଗାଡ଼ି । ସୂଚନା ଅନୁଯାୟୀ, ରବିବାର ସକାଳୁ ଭଦ୍ରକରୁ ଭୁବନେଶ୍ୱର ଆଡ଼କୁ ଯାଉଥିବା ଏକ ଟ୍ରକରେ ଗୋରୁ ଚୋରା ଗୋଚାଲାଣ ହେଉଥିଲା । ତେବେ ୧୬ନଂ ଜାତୀୟ ରାଜପଥ ନିକଟ ବ୍ରଜନଗର୍ ଠାରେ ଏହା ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଥିଲା । ଗାଡ଼ିରେ ଚୋରା […]

ଅପରାଧ ରାଜ୍ୟ

ପହଞ୍ଚି ପାରିଲାନି ଆମ୍ବୁଲାନ୍ସ, ଖଟିଆରେ ବୁହାହେଲେ ଗର୍ଭବତୀ

କରଞ୍ଜିଆ ୦୭।୦୮ : ପୁଣି ଜନନୀ ଯନ୍ତ୍ରଣା। ପହଞ୍ଚି ପାରିଲାନି ଆମ୍ବୁଲାନ୍ସ। ଖଟିଆରେ ବୁହାହେଲେ ଗର୍ଭବତୀ। ଡାକ୍ତରଖାନା ଯିବା ରାସ୍ତାରେ ପ୍ରସବ କଲେ ଗର୍ଭବତୀ। ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକରୁ ମାତ୍ର ୪ କି.ମି. ଭିତରେ ଥିବା ଖମୁଡ଼ିହା ଗାଁର ପୁରୁଣାପାଣି ସାହିରେ ଏଭଳି ଘଟଣା ଘଟିଛି। ଖବର ଅନୁଯାୟୀ, ପୁରୁଣାପାଣି ସାହିର ବିଜୟ ମୁଣ୍ଡୁରୀଙ୍କ ସ୍ତ୍ରୀ ନମିତା ମୁଣ୍ଡୁରୀଙ୍କର ଶନିବାର ଦିନ ୧ଟା ବେଳେ ଗର୍ଭଯନ୍ତ୍ରଣା ହୋଇଥିଲା। ମାତ୍ର ଗାଁକୁ ଗାଡି ଯିବାର ସୁବିଧା ନଥିବାରୁ […]

ଅପରାଧ ରାଜ୍ୟ

ବଡମ୍ବା ବନାଞ୍ଚଳରୁ ହାତୀ କଙ୍କାଳ ମିଳିବା ଘଟଣା : ବନ୍ଧା ହେଲେ ଆଉ ଦୁଇ ଶିକାରୀ

ଆଠଗଡ ୦୭/୦୮: ବଡ଼ମ୍ବା ବନାଞ୍ଚଳରୁ ହାତୀ କଙ୍କାଳ ମିଳିବା ଘଟଣାରେ ସଂପୃକ୍ତ ଥିବା ଆଉ ଦୁଇ ଜଣ ଶିକାରୀଙ୍କୁ ଗିରଫ କରିଛି ବନ ବିଭାଗ । ଗିରଫ ଅଭିଯୁକ୍ତ ଦୁଇ ଭାଇ ହେଲେ ବଡ଼ମ୍ବା ଥାନା ଖୁଣ୍ଟକଟା ଗ୍ରାମର ଶଙ୍କର ମହାରଣା ଏବଂ ଭଗବାନ ମହାରଣା । ଗିରଫ ପରେ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିଛି ବନ ବିଭାଗ। ବିଭାଗୀୟ ସୂଚନା ଅନୁଯାୟୀ ବଡ଼ମ୍ବା ବନାଞ୍ଚଳ ଅନ୍ତର୍ଗତ ଜାନିପଦର ସଂରକ୍ଷିତ ଜଙ୍ଗଲରୁ ଗତ ଜୁନମାସ ୨୭ […]

ଅପରାଧ ରାଜ୍ୟ

ଇଟାଭାଟିରେ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ସନ୍ଦେହ

ଯାଜପୁର ୦୭।୦୮: ଇଟାଭାଟିରେ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ। କ୍ଷତାକ୍ତ ଅବସ୍ଥାରେ ଶ୍ରମିକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଶ୍ରମିକ ଜଣଙ୍କ କୋହ୍ଲା ଗାଁର ମକର ଚନ୍ଦ୍ର ସାହାଣୀ। ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଆରୁହା ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି। ସେପଟେ ଘଟଣାସଂପର୍କରେ ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି। ତେବେ ମକରଙ୍କର ମୃତ୍ୟୁ କେଉଁ ପରିସ୍ଥିତିରେ ହୋଇଛି । ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। […]