ଗଣତାନ୍ତ୍ରିକ ନୀତିନିୟମ ଆଶା କରୁଛୁ: ରାହୁଲ୍ ଗାନ୍ଧୀଙ୍କ ଅଯୋଗ୍ୟତା ଉପରେ ଜର୍ମାନିର ପ୍ରତିକ୍ରିୟା
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ନୂଆଦିଲ୍ଲୀ: ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ ହେବାରୁ ଲୋକସଭାରୁ ଅଯୋଗ୍ୟ ଘୋଷିତ ହୋଇଥିବା ରାହୁଲ୍ ଗାନ୍ଧୀଙ୍କ କ୍ଷେତ୍ରରେ ମୌଳିକ ଗଣତାନ୍ତ୍ରିକ ନୀତିନିୟମ ଲାଗୁ ହେବା ଉଚିତ ବୋଲି ଆଜି ଜର୍ମାନି କହିଛି। ଏକ ସାମ୍ବାଦିକ ସମ୍ମିଳନୀରେ ଜର୍ମାନିର ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ରୀ […]









