ଦେଶ ବିଦେଶ ମନୋରଞ୍ଜନ ରାଜ୍ୟ

ବର୍ଷାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଅନୁଭବ, କହିଲେ କିଛି ଏମିତି…

ଭୁବନେଶ୍ୱର: ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ କୋର୍ଟରେ ଚାଲିଛି । ଉଭୟ ଉଭୟଙ୍କ ଉପରେ ଅଭିମାନ କରିଛନ୍ତି । କିଏ କାହା ସହ ଭେଟିବା ତ ଦୂରର କଥା କଥା ମଧ୍ୟ ହେଉନାହାଁନ୍ତି । ଶୁକ୍ରବାର ବର୍ଷା ପ୍ରିୟଦର୍ଶନୀଙ୍କ ଜନ୍ମ ଦିନ ଥିଲା । ବର୍ଷାଙ୍କୁ ଆଜି ଜନ୍ମଦିନର ଶୁଭେଚ୍ଛା ଜଣାଇ ଟ୍ୱିଟ୍ କରିଛନ୍ତି ଅନୁଭବ । ଟ୍ୱିଟ୍ କରି ବର୍ଷାଙ୍କ ଉଦ୍ଦେଶ୍ୟରେ ଅନୁଭବ ଲେଖିଛନ୍ତି- ‘ବର୍ଷା… ଆମେ […]