ଧର୍ମ

ଆଜିଠାରୁ ଖୋଲିଲା ବାଙ୍କେ ବିହାରୀ ମନ୍ଦିର, ନୂଆ ନିୟମ ସହ ଭକ୍ତ କରିବେ ଦର୍ଶନ

ନୂଆଦିଲ୍ଲୀ ୨୫/୧୦: ବୃନ୍ଦାବନର ଠାକୁର ବାଙ୍କେବିହାରୀ ମନ୍ଦିର ଆଜି ଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଛି। ଦର୍ଶନ ପାଇଁ ଅନଲାଇନ୍ ରେଜି​ଷ୍ଟେସନ ଅନିବାର୍ଯ୍ୟ। ଅକ୍ଟୋବର ୨୪ରୁ ଦର୍ଶନ ପାଇଁ ଅନଲାଇନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଗୋଟିଏ ଦିନରେ କେବଳ ୫୦୦ ଭକ୍ତ ଦର୍ଶନର ସୁଯୋଗ ପାଇବେ। ମନ୍ଦିର ଗେଟ୍ ନମ୍ବର ଦୁଇ ଓ ତିନିରୁ ପ୍ରବେଶ ଗେଟ ନମ୍ବର ଚାରି ଦେଇ ବାହାରକୁ ବାହାରିବେ। ମନ୍ଦିରରେ ମାସ୍କ ଓ ସାନିଟାଇଜର ବ୍ୟବହାର ବାଧ୍ୟତାମୂଳକ। ମାର୍ଭିଚରୁ କରୋନା ପାଇଁ ବନ୍ଦ […]