ବାବା ଭେଙ୍ଗାଙ୍କ ଭୟଙ୍କର ଭବିଷ୍ୟବାଣୀ, ୨୦୨୨ ରେ ଭାରତରେ ହେବ ମହାପ୍ରଳୟ | baba vanga predictions about 2022
ନମସ୍କାର ଏହି ବିଶେଷ ଉପସ୍ଥାପନାକୁ ମୁଁ ଲଭ୍ଲ୍ଲି ଆପଣମାନଙ୍କୁ ସ୍ୱାଗତ କରୁଛି | ନୂଆବର୍ଷ ୨୦୨୨ମସିହା ପାଇଁ ବହୁ ଭବିଷ୍ୟବକ୍ତା ମାନଙ୍କର ବହୁ ଭବିଷ୍ୟବାଣୀ ପ୍ରସାରିତ ହେଉଥିବା ବେଳେ ପ୍ରସିଦ୍ଧ ରହସ୍ୟମୟୀ ଭବିଷ୍ୟବକ୍ତା ବାବା ଭେଙ୍ଗାଙ୍କ ମଧ୍ୟ ଭବିଷ୍ୟବାଣୀ ଗ୍ରନ୍ଥ ଶୁଣାଇଛନ୍ତି | ୧୯୯୬ ମସିହାରେ ବାବା ଭେଙ୍ଗାଙ୍କର ସ୍ୱର୍ଗବାସ ହୋଇଛି | ଆସ୍ତାଭ୍ରେମି କିଛି ଭବିଷ୍ୟବାଣୀ ପ୍ରକାଶ କରିଛନ୍ତି | ୨୦୨୨ ପାଇଁ ବାବା ଭେଙ୍ଗାଙ୍କର ଗୋଟିଏ ବାଣୀ ହେଉଛି, ଜଳସଂଙ୍କଟ ନଦୀ ଗୁଡିକର ପ୍ରଦ୍ୟୁଷଣ […]