ଆଜି ଅଷ୍ଟମୀ, ହେବ ଶାଢ଼ି ପୂଜା
ଭୁବନେଶ୍ୱର : ଅଷ୍ଟମୀରେ ପୂଜା ମଣ୍ଡପରେ ମହିଳାମାନେ ଶାଢ଼ି ପୂଜା କରିବାର ବିଧି ରହିଛି। ତେବେ ବିପୁଳ ସମାଗମକୁ ଦୃଷ୍ଟିରେ ରଖି ଏହାକୁ ଏଡ଼ାଇବା ପାଇଁ ଯଥା ସମ୍ଭବ ଚେଷ୍ଟା କରାଯାଇଛି। ମାତ୍ର କିଛି ପୂଜା ମଣ୍ଡପରେ ଏନେଇ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି। କିଛି ପୂଜା ମଣ୍ଡପରେ ମହିଳାମାନଙ୍କ ଘରୁ ଯାଇ ଶାଢ଼ି ଓ ଶଙ୍ଖା ଆଣି ସେମାନଙ୍କ ଘରେ ପହଞ୍ଚାଯିବ। ସେହିପରି ଆଉ କିଛି ପୂଜା ମଣ୍ଡପରେ ସ୍ବତନ୍ତ୍ର ଷ୍ଟଲ୍ରେ ଶାଢ଼ି ଓ ଶଙ୍ଖା ଦେଇ […]