ରୁଟ୍ଙ୍କ ପାଇଁ ‘ଅରୁଣ’ ରଣନୀତି
ଚେନ୍ନାଇ: ଅଷ୍ଟ୍ରେଲିଆ ଗସ୍ତରେ ଭାରତୀୟ ବୋଲରମାନେ ଏହି ଦଳର ପ୍ରମୁଖ ବ୍ୟାଟ୍ସମ୍ୟାନ୍ ଷ୍ଟିଭେନ ସ୍ମିଥ୍ଙ୍କୁ ହାତଖୋଲା ସଟ୍ ଖେଳିବାର ସୁଯୋଗ ଦେଇନଥିଲେ। ତାଙ୍କ ରନ୍ ସଂଗ୍ରହ ଧାରାକୁ ଚାରିପଟରୁ ରୋକି ସଫଳତା ଅର୍ଜନ କରିଥିଲେ। ଏବେ ସେମାନଙ୍କ ସମ୍ମୁଖରେ ‘ଜୋ ରୁଟ୍’ ଆହ୍ବାନ ଉପନୀତ ହୋଇଛି। ଗତ ଚାରିଟି ପାଳିରୁ ଗୋଟିଏ ଦ୍ବିଶତକ ସହ ରୁଟ୍ ୧୦୬.୫୦ ହାରରେ ୪୨୬ ରନ୍ କରିବା ମଧ୍ୟ ଭାରତୀୟ ବୋଲରଙ୍କ ଚିନ୍ତା ବଢ଼ାଇ ଦେଇଛି। ସେଥିପାଇଁ ଘରୋଇ ପରିବେଶରେ ରୁଟ୍ଙ୍କୁ […]