କଳା ଓ ସଂସ୍କୃତି ଧର୍ମ

ମହାଭାରତ ଯୁଦ୍ଧ ଶେଷ ହେବାପରେ ଭଷ୍ମ ହୋଇଯାଇଥିଲା ଅର୍ଜୁନଙ୍କ ରଥ : ଜାଣନ୍ତୁ କାହିଁକି

ଭୁବନେଶ୍ୱର : ମହାଭାରତକୁ ଭାରତର ଐତିହାସିକ ତଥା ଦାର୍ଶନିକ ଗ୍ରନ୍ଥ ବୋଲି କୁହାଯାଏ | ମହାଭାରତକୁ ମହାକାବ୍ୟ ଭାବେ ଲେଖାଯାଇଛି | ଏହା ବିଶ୍ୱର ସବୁଠାରୁ ବଡ ମହାକାବ୍ୟ ଗ୍ରନ୍ଥ ଯେଉଁଥିରେ ପାଖାପାଖି ଏକ ଲକ୍ଷ ଶ୍ଳୋକ ରହିଛି | ମହାଭାରତ ମହର୍ଷି ବେଦବ୍ୟାସ ଲେଖିଥିଲେ | ମହାଭାରତ ଯୁଦ୍ଧ କୁରୁକ୍ଷେତ୍ରରେ ହୋଇଥିଲା | ତେବେ ଯୁଦ୍ଧ କେବେ ହୋଇଥିଲା ତାକୁ ନେଇ ଅନେକ ମତଭେଦ ରହିଛି | ଭାରତୀୟ ପରମ୍ପରା, ମହାଭାରତ ଏବଂ ପୌରାଣିକ ସାହିତ୍ୟ […]