ମାରାଗୁଡ଼ା ସଭ୍ୟତା ଲୋପ ପାଉଛି: ବିଧାୟକ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ ନୂଆପଡ଼ା : ନୂଆପଡ଼ା ଜିଲ୍ଲାରେ ଗତ ୧୦ ବର୍ଷ ହେଲା ମାରାଗୁଡ଼ା ଲୋକମହୋତ୍ସବ ଆୟୋଜିତ ହେଉନାହିଁ। ରାଜ୍ୟର ସମସ୍ତ ଜିଲ୍ଲାରେ ସ୍ଥାନୀୟ ସଭ୍ୟତାକୁ ନେଇ ଜିଲ୍ଲା ପ୍ରଶାସନ ଓ ଜିଲ୍ଲାବାସୀ ମିଶି ଲୋକମହୋତ୍ସବ ପାଳନ କରୁଛନ୍ତି। ହେଲେ, ନୂଆପଡ଼ା ଜିଲ୍ଲାରେ ପ୍ରଶାସନର […]









