ଦିନେ ରାଜନୀତିରେ ଦବ୍ଦବା ଥିଲା, ଆଜି ପମ୍ପ୍ହାଉସ୍ ତଳେ ଜୀବନ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ବୁଗୁଡ଼ା : ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ୍ ମାଣିତରା ପଞ୍ଚାୟତ ଭୋଗଡ଼ା ଗ୍ରାମ ସୁଦାମ ମହାରଣା (୭୨)। ଦିନେ ଗାଁ ଓ ପଞ୍ଚାୟତ ରାଜନୀତିରେ ତାଙ୍କର ଦବ୍ଦବା ଥିଲା। ପଞ୍ଚାୟତ ନିର୍ବାଚନ ଓ ସାଧାରଣ ନିର୍ବାଚନ ଆସିଲେ ସବୁ ଦଳ ଶବିରରେ […]









