ଅଲିଭ୍ ରିଡ୍ଲେଙ୍କ ଉପରେ ଜଳବାୟୁ ପ୍ରଭାବ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ବ୍ରହ୍ମପୁର : କିଛିବର୍ଷ ଧରି ଅଲିଭ୍ ରିଡଲେଙ୍କ ଗଣ ଅଣ୍ଡାଦାନ ଉପରେ ଜଳବାୟୁର ପ୍ରଭାବ ପଡ଼ିଥିବା ବେଳେ ଚଳିତବର୍ଷ ମଧ୍ୟ ଏହାର ପୁନରାବୃତ୍ତିକୁ ହେବାକୁ ଯାଉଛି। ଏଥର ମାର୍ଚ୍ଚ ମାସରେ ଗଣ ଅଣ୍ଡାଦାନ ହେବାନେଇ ଅନୁମାନ କରାଯାଉଛି। ପୂର୍ବରୁ ଫେବ୍ରୁଆରିରେ ଅଣ୍ଡାଦାନ […]









