ଜଳଭଣ୍ଡାର ଖୁଖିଲା, ଚାଷ କାମକୁ ନିଅଣ୍ଟ; ୩ ଡ୍ୟାମ୍ ଥାଇ ବି ଜଳ ସମସ୍ୟା ସହ ଯୁଝୁଛନ୍ତି ନୀଳଗିରି ଅଞ୍ଚଳର ଚାଷୀ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ନୀଳଗିରି, (ଦିଲ୍ଲୀପ ସ୍ବାଇଁ): ଚାଷ ପାଇଁ ପାଣିର ଆବଶ୍ୟକତା ରହିଛି। ଖରିଫ ଋତୁକୁ ଛାଡ଼ିଦେଲେ ରବି ଋତୁରେ ଚାଷ କରିବା ପାଇଁ ଚାଷୀମାନେ ପାଣି ସମସ୍ୟାକୁ ସାମ୍ନା କରନ୍ତି। ତେବେ ସମସ୍ୟାର ସମାଧାନ ପାଇଁ ସରକାର ରାଜ୍ୟର ବିଭିନ୍ନ ସ୍ଥାନରେ ଛୋଟବଡ଼ […]









