ନିଆରା ଢଙ୍ଗରେ ରେଡିଓ ଦିବସ: ରେଡିଓକୁ ପୂଜା କଲେ, ମିଠା ବାଣ୍ଟିଲେ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ପୁରୀ : ରେଡିଓକୁ ଫୁଲ ଚନ୍ଦନ ଦେଇ ପୂଜା କରିବା ସହ ନିଆରା ଢଙ୍ଗରେ ରେଡିଓ ଦିବସ ପାଳନ କରିଛନ୍ତି ରେଡିଓପ୍ରେମୀ। ମନୋରଂଜନର ଦିନେ ବଳିଷ୍ଠ ମାଧ୍ୟମ ଥିବା ରେଡିଓ ଏବେ ଘରୁ ନିଶ୍ଚିହ୍ନ ହୋଇଗଲାଣି। ପିଲାମାନଙ୍କୁ ରେଡିଓ କଥା କହିଲେ, […]









