ମୟୂରଭଞ୍ଜ, କେନ୍ଦୁଝରରେ ହବ୍ ଆଣ୍ଡ ସ୍ପୋକ୍ ସେଣ୍ଟର
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଭୁବନେଶ୍ବର: ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ହବ୍ ଆଣ୍ଡ ସ୍ପୋକ୍ ସେଣ୍ଟର ଖୋଲିବ। ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ(ଏସ୍ଏସ୍ଇପିଡି) ପକ୍ଷରୁ ଏହି କେନ୍ଦ୍ର ଖୋଲିବାକୁ ଯାଉଥିବା ବେଳେ ଓମ୍ବାଡ୍ସି ପାଣ୍ଠିରୁ ଏଥିପାଇଁ ଆବଶ୍ୟକ ଆର୍ଥିକ ସହାୟତା ପ୍ରଦାନ […]









