ଛତିଶଗଡ଼ କବ୍ଜାରେ ଇବ୍, ଓଡ଼ିଶା ସରକାର ନିରବ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ସୁନ୍ଦରଗଡ଼,(ଡମ୍ବରୁଧର ନାୟକ): ଉପର ମୁଣ୍ଡରେ ଉଛୁଳୁମୁଛୁଳୁ ପାଣି। କିନ୍ତୁ, ତଳେ ମାଇଲ ମାଇଲ ବ୍ୟାପି ଧୂଧୂ ବାଲି। ସୁନ୍ଦରଗଡ଼ର ଜୀବନରେଖା ଇବ୍ ନଦୀ ଛତିଶଗଡ଼ ଷଡ଼ଯନ୍ତ୍ରର ଶିକାର ହେବାପରେ ଏସ୍ଥିତି ଦେଖିବାକୁ ମିଳିଛି। ହେଲେ, ଆଶ୍ଚର୍ଯ୍ୟଜନକ ଭାବେ ଓଡ଼ିଶା ସରକାର ନିରବ […]









