ତାମିଲନାଡ଼ୁ: ଚିନ୍ତାରେ ଓଡ଼ିଆ ଶ୍ରମିକ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ସମ୍ବଲପୁର : ତାମିଲନାଡ଼ୁରେ ବର୍ତ୍ତମାନ ହିନ୍ଦୀ ଭାଷାଭାଷୀ ପ୍ରବାସୀ ଶ୍ରମିକମାନଙ୍କୁ ସ୍ଥାନୀୟ ଲୋକ ଘୋର ବିରୋଧ କରୁଛନ୍ତି। ବିଶେଷ କରି ବିହାର ଓ ଝାଡ଼ଖଣ୍ଡ ଶ୍ରମିକଙ୍କୁ ଟାର୍ଗେଟ୍ କରାଯାଉଥିବା ବେଳେ ଏହାକୁ ନେଇ ଓଡ଼ିଶା ଶ୍ରମିକମାନଙ୍କ ମଧ୍ୟରେ ଚିନ୍ତାବଢ଼ିଛି। ତାମିଲନାଡୁରେ ହଜାର […]









