ରୋଗୀଙ୍କ ଜୀବନ ସହ ଖେଳ: ନୟାଗଡ଼ ଜିଲ୍ଲାରେ ମାଳମାଳ ବେଆଇନ ପାଥୋଲାବ୍, ଡାଇଗ୍ନୋସିସ୍ ସେଣ୍ଟର
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ନୟାଗଡ଼ : ନୟାଗଡ଼ ଜିଲ୍ଲା ସଦର ମହକୁମା ଏପରିକି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଚତୁଃପାର୍ଶ୍ବଠାରୁ ଆରମ୍ଭ କରି ଜିଲ୍ଲାବ୍ୟାପୀ ମାଳମାଳ ବେଆଇନ ଛୋଟ ପାଥୋଲାବ୍ଠାରୁ ଆରମ୍ଭ କରି ଡାଇଗ୍ନୋସିସ୍ ସେଣ୍ଟର ସବୁ ଖୋଲିଛି। ଜିଲ୍ଲାରେ ଆଇନସମ୍ମତ ଡାଇଗ୍ନୋସିସ୍ ସେଣ୍ଟର ସଂଖ୍ୟା ପ୍ରାୟ […]









