ପାରାକୁ ନେଇ ବଢ଼ୁଛି ରହସ୍ୟ, ଆଇଆଇଟିରେ ପରୀକ୍ଷା ହେବ ଯନ୍ତ୍ରାଂଶ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. କଟକ : ସମୁଦ୍ରରୁ ଉଦ୍ଧାର ହୋଇଥିବା ଗୁପ୍ତଚର ପାରାକୁ ନେଇ ରହସ୍ୟ ବଢ଼ିବାରେ ଲାଗିଛି। ପାରାର ଦୁଇ ଗୋଡ଼ରେ ଲାଗିଥିବା ଯନ୍ତ୍ରାଂଶ ଚିହ୍ନଟ କ୍ଷେତ୍ରରେ ଶେଷରେ ହାତ ଟେକିଦେଲା ରସୁଲଗଡ଼ ଫରେନସିକ୍ ସାଇନ୍ସ ଲାବୋରେଟୋରି। ଅଧିକ ତଦନ୍ତ ପାଇଁ ଓଡ଼ିଶା ପୁଲିସ […]









