୧୬ ଡେପୁଟି କମାଣ୍ଡାଣ୍ଟ୍ଙ୍କ ପଦୋନ୍ନତି ବଦଳି
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. କଟକ : ଓଡ଼ିଶା ପୁଲିସର ୧୬ଜଣ ଆସିଣ୍ଟାଣ୍ଟ୍ କମାଣ୍ଡାଣ୍ଟ୍ଙ୍କୁ ପଦୋନ୍ନତି ଦିଆଯାଇ ବଦଳି କରାଯାଇଛି। ପ୍ରଦୀପ୍ତ କୁମାର ରାଉତଙ୍କୁ ଓଆଇଏସଏଫରୁ ତୃତୀୟ ବାଟାଲିୟନ ଗଜପତି, କନ୍ଧମାଳକୁ ବଦଳି କରାଯାଇଛି। ସେହିଭଳି ଆନନ୍ଦଚନ୍ଦ୍ର ନାୟକଙ୍କୁ ଏସ୍ଓଜି ଭୁବନେଶ୍ବରରୁ ପୁଲିସ ମୁଖ୍ୟାଳୟ କଟକ, ମନୋଜ […]









