ଅପରାଧ ଦେଶ ବିଦେଶ

ହମାସର ଅମାନବୀୟ ଅତ୍ୟାଚାର ଭିଡିଓ ଭାଇରାଲ: ରକ୍ତରେ ଜୁଡୁବୁଡୁ ବନ୍ଧକ ମହିଳା ସୈନିକଙ୍କ ପରିବାର ନେତାନ୍ୟାହୁଙ୍କୁ ଘେରିଲେ

ଜେରୁଜେଲମ: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଜାରି ରହିଛି। ହମାସ ଯୋଦ୍ଧାମାନେ ଇସ୍ରାଏଲର ମହିଳାମାନଙ୍କୁ ବନ୍ଧକ ରଖିଛନ୍ତି। ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଏହି ବନ୍ଧକ ମହିଳାମାନଙ୍କୁ ମୁକ୍ତ କରିବାରେ ସକ୍ଷମ ହୋଇ ପାରିନାହାନ୍ତି। ପୀଡ଼ିତାଙ୍କ ପରିବାର ମହିଳା ଅପହରଣ ଓ ବଳାତ୍କାର ପାଇଁ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କୁ ଦାୟୀ କରିଛନ୍ତି। ଦି ଜେରୁଜେଲମ୍ ପୋଷ୍ଟର ଏକ ରିପୋର୍ଟ ଅନୁଯାୟୀ, ଅନେକ ମହିଳା ସୈନିକ ଗାଜାରେ ହମାସ ଦ୍ୱାରା ବନ୍ଦୀ ହୋଇ ରହିଛନ୍ତି। ପୀଡିତାଙ୍କ ପରିବାର ପ୍ରଧାନମନ୍ତ୍ରୀଙ୍କୁ […]

ଅପରାଧ ଦେଶ ବିଦେଶ

ଗିରଫ ପରେ ପୁଲିସ୍‌ ହେପାଜତରେ ଗଲେ ପ୍ରଜ୍ବଳ; ଆତ୍ମସମର୍ପଣ କରିଛନ୍ତି ବୋଲି କହିଲେ ତାଙ୍କ ଓକିଲ

ବେଙ୍ଗାଲୁରୁ: ଯୌନ ଶୋଷଣ ମାମଲାର ସମ୍ମୁଖୀନ ହେଉଥିବା ହାସନ ସାଂସଦ ପ୍ରଜ୍ବଳ ରେବାନ୍ନାଙ୍କୁ ଶୁକ୍ରବାର ଦିନ ହୋଲେନାରାସିପୁର ଟାଉନ ଥାନାରେ ପଞ୍ଜୀକୃତ ହୋଇଥିବା ମାମଲାରେ ପୁଲିସ ହେପାଜତରେ ନେଇଛି। ୩୪ ଦିନ ଧରି ଫେରାର୍‌ ଥିବା ୩୩ ବର୍ଷୀୟ ସାଂସଦ ପ୍ରଜ୍ବଳ କେମ୍ପେଗୋଡା ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିବା ମାତ୍ରେ ତାଙ୍କୁ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସଆଇଟି) ଗିରଫ କରିଥିଲା। ମହିଳା ପୁଲିସ ଅଧିକାରୀଙ୍କ ଦ୍ୱାରା ପ୍ରଜ୍ବଳଙ୍କୁ ଗିରଫ ପରେ ସହରର ସିଆଇଡି ପରିସରରେ ଥିବା ଏସଆଇଟି କାର୍ଯ୍ୟାଳୟକୁ […]

ଅପରାଧ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ବିଜେବି ଛାତ୍ରୀ ରୁଚିକାଙ୍କ ଆତ୍ମହତ୍ୟା ଘଟଣା : ଦୋଷୀକୁ କଠୋର ଦଣ୍ଡ ସହ ସମ୍ପୃକ୍ତ ୩ ଛାତ୍ରୀଙ୍କୁ ଗିରଫ କରିବାକୁ ଦାବି

ଆଠଗଡ଼ ୫।୭: ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାରେ ପୈତୃକ ଗ୍ରାମ କଖଡିରେ ସ୍ଵୟଂ ସହାୟକ ଗୋଷ୍ଠୀ ଏବଂ କଖଡି ମହାନଦୀ ଡ଼ିଗ୍ରୀ ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ସ୍ଥାନୀୟ କଲ୍ୟାଣ ମଣ୍ଡପଠାରେ ସାମ୍ବାଦିକ ସମ୍ମିଳନୀ । କଖଡି ଗ୍ରାମର ପ୍ରତିଭାବାନ ଛାତ୍ରୀ ରୁଚିକା ମହାନ୍ତି ଆଜିକୁ ୩ ଦିନ ହେଲା ରାଗିଂର ଶିକାର ହୋଇ ଆତ୍ମହତ୍ୟା କରିଛନ୍ତି । ସେ ତାଙ୍କ ବାପା-ମା’ଙ୍କର ସ୍ବପ୍ନକୁ ସାକାର କରିବା ସହ ଆଇଏଏସ ହେବାକୁ ନିଜକୁ […]