ରାବଣର ପୁଷ୍ପକ ବିମାନ ଉପରେ ଗବେଷଣା କରିବ ଶ୍ରୀଲଙ୍କା; ଯୋଗ ଦେବା ପାଇଁ ଭାରତକୁ ଅନୁରୋଧ
ନୂଆଦିଲ୍ଲୀ: କୋଭିଡ୍-୧୯ ମହାମାରୀ ଯୋଗୁଁ ସ୍ଥଗିତ ଥିବା ରାବଣର ପୁଷ୍ପକ ବିମାନ ଉପରେ ପୁଣି ଗବେଷଣା ଆରମ୍ଭ କରିବାକୁ ଶ୍ରୀଲଙ୍କା ସରକାର ସ୍ଥିର କରିଛନ୍ତି। ରାଜା ରାବଣ ଜଣେ ସୁଦକ୍ଷ ବୈମାନିକ ଥିଲେ ଏବଂ ବିଭିନ୍ନ ସ୍ଥାନକୁ ଯିବା ପାଇଁ ତାଙ୍କର ‘ପୁଷ୍ପକ ବିମାନ’ ଥିଲା ବୋଲି ଦାବି ଉଠିବା ପରେ ସେ ବିଷୟରେ ଗବେଷଣା କରିବା ଲାଗି ୨୦୧୯ରେ ଶ୍ରୀଲଙ୍କା ସରକାର ୫୦ ଲକ୍ଷ ଟଙ୍କା ମଞ୍ଜୁର କରିଥିଲେ। ରାବଣ ଏବଂ ପୁଷ୍ପକ ବିମାନ ପ୍ରସଙ୍ଗ […]