ବିନା ଟିକେଟ୍ରେ ଟ୍ରେନ୍ରେ ଯାତ୍ରା କରୁଥିଲେ ବିଗ୍ ବି, ଟିଟିଇ ଆସିଲା ପରେ…
ମୁମ୍ବାଇ ୦୧/୧୦: କୌନ ବନେଗା କରୋଡପତୀର ଅମିତାଭ ବଚ୍ଚନ ଦର୍ଶକ ଏବଂ ପ୍ରତିଯୋଗୀଙ୍କୁ ମଜାଳିଆ କାହାଣୀ କହିବା ଜାରି ରଖିଛନ୍ତି। ଲାଟେଷ୍ଟ ଏପିସୋଡରେ ସେ ତାଙ୍କର ଏକ କାହାଣୀ ସେୟାର କରିଛନ୍ତି, ଯେତେବେଳେ ସେ ବିନା ଟିକେଟରେ ଟ୍ରେନ୍ରେ ଯାତ୍ରା କରୁଥିବା ସମୟରେ ଧରାପଡିଥିଲେ । ବିଗ୍ ବି କହିଛନ୍ତି ଯେ ସେ ସାଙ୍ଗମାନଙ୍କ କଥାରେ ପଡି ଚାଲିଯାଇଥିଲେ କିନ୍ତୁ ଭିତରୁ ଯିବାପରେ ତାଙ୍କ ଅବସ୍ଥା ଖରାପ ହୋଇଯାଇଥିଲା। ଅମିତାଭ କହିଛନ୍ତି, ସେତେବେଳେ ସେ ୟଙ୍ଗ ଥିଲେ […]