ଦେଶ ବିଦେଶ ମନୋରଞ୍ଜନ

କୋଭିଡ୍‌ ନିୟମ ଭାଙ୍ଗିବା ଅଭିଯୋଗରେ ଅମିରଙ୍କ ନାଁରେ ଏତଲା

ବଲିଉଡ୍‌ ମିଷ୍ଟର ପର୍‌ଫେକ୍‌ସନିଷ୍ଟ୍‌ ଅମିର ଖାନ୍ ନିଜ ଆଗାମୀ ଚଳଚ୍ଚିତ୍ର ‘ଲାଲ୍ ସିଂହ ଚଡ୍ଡା’ର ସୁଟିଂରେ ବ୍ୟସ୍ତ ଅଛନ୍ତି। କିଛି ଦିନ ତଳେ ସେ ଉତ୍ତର ପ୍ରଦେଶର ଗାଜିଆବାଦରେ ଚଳଚ୍ଚିତ୍ରର କିଛି ଅଂଶ ସୁଟିଂ କରିଥିଲେ। କିନ୍ତୁ ଏଠାରେ ସୁଟିଂ ସମୟରେ ସେ ବିବାଦରେ ଛନ୍ଦି ହୋଇପଡ଼ିଛନ୍ତି। ଲୋନିରୁ ବିଜେପି ବିଧାୟକ ନନ୍ଦ କିଶୋର ଗୁର୍ଜର ଅମିରଙ୍କ ଉପରେ କୋଭିଡ୍ ପ୍ରୋଟକଲ୍ ଭାଙ୍ଗିବା ଅଭିଯୋଗ ଆଣି ଥାନାରେ ମାମଲା ରୁଜୁ କରିଛନ୍ତି। ପ୍ରକାଶ ଥାଉ କି, ଅମିର […]