ସାମ୍ନାକୁ ଆସିଲା ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ ‘ରାମ ସେତୁ’ର ଫାଷ୍ଟ ଲୁକ୍, ଦମଦାର ଅନ୍ଦାଜରେ ନଜର ଆସିଲେ ଅଭିନେତା
ନୂଆଦିଲ୍ଲୀ ୧୪/୧୧ : ବଲିଉଡ ଅଭିନେତା ଅକ୍ଷୟ କୁମାର ଦୀପାବଳିରେ ଖାସ ଅନ୍ଦାଜରେ ଶୁଭକାମନା ଦେଇଛନ୍ତି। ସୋସିଆଲ ମିଡ଼ିଆ ଜରିଆରେ ନିଜର ଆଗାମୀ ଫିଲ୍ମ ‘ରାମ ସେତୁ’ର ଫାଷ୍ଟ ଲୁକ ଜାରି କରି ଦେଶବାସୀଙ୍କୁ ଦୀପାବଳିର ଶୁଭକାମନା ଦେଇଛନ୍ତି। ଅକ୍ଷୟ କୁମାର ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିବେ। ଇନଷ୍ଟାଗ୍ରାମରେ ନିଜର ଆଗାମୀ ରାମ ସେତୁର ଫାଷ୍ଟ ଲୁକ ଜାରି କରି ଲେଖିଛନ୍ତି, ‘ଏହି ଦୀପାବଳି, ଭାରତର ଆଦର୍ଶ ଓ ମହାନାୟକ ପ୍ରଭୁ ଶ୍ରୀରାମଙ୍କ ପୁଣ୍ୟ […]