ଦେଶ ବିଦେଶ ମନୋରଞ୍ଜନ

ଅକ୍ଷୟ କୁମାରଙ୍କ ଫିଲ୍ମ ‘ଲକ୍ଷ୍ମୀ ବମ୍‌ବ’ର ନାଁ ବଦଳି ହେଲା ‘ଲକ୍ଷ୍ମୀ’

ନୂଆଦିଲ୍ଲୀ ୩୦/୧୦: ବଦଳିଗଲା ଫିଲ୍ମ ‘ଲକ୍ଷ୍ମୀ ବମବ’ର ନାଁ। ଅକ୍ଷୟ କୁମାର ଓ କିୟାରା ଆଡଭାନୀଙ୍କ ଅଭିନୀତ ଏ ସିନେମାର ନାଁ ଏବେ ହେଲା ‘ଲକ୍ଷ୍ମୀ’। ସାମାଜିକ ଗଣମାଧ୍ୟମରେ ଫିଲ୍ମର ନାଁକୁ ନେଇ ଅନେକ ବିବାଦ ଦେଖା ଦେଇଥିଲା। ଏହା ସହ ବ୍ୟାନ୍ ଲକ୍ଷ୍ମୀ ବମ୍‌ବ ବୋଲି ସୋସିଆଲ ମିଡିଆରେ ଟ୍ରେଣ୍ଡ କଲା। ରାଘବ ଲରେନ୍ସଙ୍କ ନିର୍ଦେଶିତ ଏ ସିନେମା ଗୁରୁବାର ସେନସର ସାର୍ଟିଫିକେଟ୍ ପାଇଁ ଯାଇଥିଲା ଓ ସ୍କ୍ରିନିଂ ପରେ ନିର୍ମାତା ସିବିଏଫସି ସହ କଥାବାର୍ତା […]