ଦେଶ ବିଦେଶ ମନୋରଞ୍ଜନ

ରେକର୍ଡ ଆଶାରେ ଅକ୍ଷୟ

କରୋନା କଟକଣା ଓ ନାମକରଣକୁ ନେଇ ବିବାଦ ପରେ ଶେଷରେ ଆଜି ଓଟିଟି ପ୍ଲାଟ୍‌ଫର୍ମରେ ମୁକ୍ତିଲାଭ କରିଛି ଅକ୍ଷୟ କୁମାରଙ୍କ ଅଭିନୀତ ଚଳଚ୍ଚିତ୍ର ‘ଲକ୍ଷ୍ମୀ’। ପ୍ରଥମ ଦିନରେ ହିଁ ଏହାକୁ ଦର୍ଶକଙ୍କ ଭଲ ପ୍ରତିକ୍ରିୟା ମିଳିଛି। ତେବେ ‘ଲକ୍ଷ୍ମୀ’ ସଫଳତା ଅର୍ଜନ କଲେ, ଅକ୍ଷୟ ଏକ ନୂଆ ‌ରେକର୍ଡ ସୃଷ୍ଟି କରିବେ। ଗତ ଦୁଇ ବର୍ଷରେ ଅକ୍ଷୟଙ୍କ ୭ଟି ଚଳଚ୍ଚିତ୍ର ମୁକ୍ତିଲାଭ କରିଥିବା ବେଳେ ସବୁଯାକ ବକ୍ସ-ଅଫିସ୍‌ରେ ସୁପରହିଟ୍‌ ପ୍ରମାଣିତ ହୋଇଛି। ଆଜି ଅର୍ଥାତ ନଭେମ୍ବର ୯ […]