ପାପ ହାତୀ, ପୁଣ୍ୟ ଅଙ୍କୁଶ
ପ୍ରତ୍ୟେକ ମାସରେ ଦୁଇଟି କରି ବର୍ଷ ମଧ୍ୟରେ ଚବିଶିଟି ଏକାଦଶୀ ପଡ଼େ। ଗୋଟିଏ କୃଷ୍ଣ ପକ୍ଷରେ ଓ ଗୋଟିଏ ଶୁକ୍ଳ ପକ୍ଷରେ। ଆଶ୍ୱିନ କୃଷ୍ଣପକ୍ଷ ଏକାଦଶୀକୁ ‘ଇନ୍ଦିରା’ ଏକାଦଶୀ ଓ ଶୁକ୍ଳପକ୍ଷ ଏକାଦଶୀକୁ ‘ପାପାଙ୍କୁଶା’ ଏକାଦଶୀ କହନ୍ତି। ଏହି ନାମର ତାତ୍ପର୍ଯ୍ୟ ହେଉଛି- ଏହି ଏକାଦଶୀ ବ୍ରତ କଲେ ଯେଉଁ ପୁଣ୍ୟ ଅର୍ଜନ ହୁଏ, ସେହି ପୁଣ୍ୟର ଅଙ୍କୁଶରେ ପାପରୂପୀ ହାତୀକୁ ବେଧନ କରାଯାଇପାରେ। କଥିତ ଅଛି, ଏହି ଏକାଦଶୀ ପାଳନ କଲେ ଦଶପିଢ଼ି ମାତୃପକ୍ଷ, ଦଶପିଢ଼ି […]
