ଜାଣନ୍ତୁ ଆଜିର ରାଶିଫଳ
ମେଷ: ପରିବାର ସହିତ ଅଧିକ ସମୟ କାଟିବେ। ବେପାରରେ ବୃଦ୍ଧି ହେବ। ନୂଆ କାମ କରିବା ପାଇଁ ଯୋଜନା କରିପାରନ୍ତି। ଅଫିସରେ ଆପଣଙ୍କ ପ୍ରଦର୍ଶନରେ କର୍ତ୍ତୃପକ୍ଷ ଖୁସି ହେବେ। ବୃଷ: ଆପଣ ଏଭଳି କିଛି ହାସଲ କରିବେ ଯାହା ପାଇଁ ଦୀର୍ଘଦିନ ଅପେକ୍ଷା କରିଥିଲେ। ପ୍ରସାଧନ ଦୋକାନୀଙ୍କ ଲାଗି ଦିନଟି ଭଲ। ଅଫିସରେ ସହକର୍ମୀଙ୍କ ସହଯୋଗ ପାଇବେ। ମିଥୁନ: ସମାଜରେ ଯଶ ଖ୍ୟାତି ବଢ଼ିବ। କୋର୍ଟର ଫଇସଲା ଆପଣଙ୍କ ପକ୍ଷରେ ହୋଇପାରେ। ବ୍ୟବସାୟୀଙ୍କୁ ଧନଲାଭ ହେବ। ପାରିବାରିକ […]