ରାଜନୀତି ରାଜ୍ୟ

୨୦୨୪ରେ ନିର୍ବାଚନ ଲଢ଼ିବେନି ନରସିଂହ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ବଲାଙ୍ଗୀର : ବୟସାଧିକ୍ୟ କାରଣରୁ ଆଗାମୀ ୨୦୨୪ ନିର୍ବାଚନ ଲଢ଼ିବେ ନାହିଁ ବୋଲି ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର କହିଛନ୍ତି।

ସାମ୍ବାଦିକମାନଙ୍କ ସହ ସ୍ଥାନୀୟ ସର୍କିଟ ହାଉସ୍‌ଠାରେ ଆଲୋଚନା ସମୟରେ ଶ୍ରୀ ମିଶ୍ର କହିଛନ୍ତି, ‘ମୋତେ ଏବେ ୮୩ ବର୍ଷ ହେଲାଣି। ୨୦୨୪ ବେଳକୁ ମୋର ବୟସ ୮୪ ହେବ। ୮୪ ବର୍ଷରେ ଯଦି ନିର୍ବାଚନ ଲଢ଼ିବି ଲୋକଙ୍କୁ ଉଚିତ ନ୍ୟାୟ ଦେଇ ହେବନାହିଁ। ଲୋକଙ୍କ ପାଇଁ କାମ କରିବାକୁ ବହୁ ଧାଁଧପଡ଼ କରିବାକୁ ପଡୁଛି। ଆଉ ବୟସ ବଢ଼ିଲେ ସେତିକି ଯିବାଆସିବା କରିହେବ ନାହିଁ। ଲୋକ ପ୍ରତିନିଧି ହୋଇ ଲୋକଙ୍କ କାମ କରିନପାରିଲେ ଲାଭ କ’ଣ?’ ‘୨୦୧୯ ନିର୍ବାଚନରେ ବି ଛିଡ଼ା ହେବିନି ବୋଲି ମନା କରୁଥିଲି। କିନ୍ତୁ, ଲୋକ ଓ ଦଳ ନିର୍ବାଚନରେ ଓହ୍ଲାଇବାକୁ ବାଧ୍ୟ କରିଥିଲେ। ଏଣୁ ୨୦୧୯ ନିର୍ବାଚନରେ ଛିଡ଼ା ହୋଇଥିଲି।’ ୨୦୨୪ ନିର୍ବାଚନରେ ଲୋକମାନେ ପୁଣି ଛିଡ଼ା ହେବାକୁ କହିଲେ, ଏଥର ବୟସକୁ ଦେଖାଇ ବୁଝାଇ ହେବ। ଦଳ ଯଦି ବାଧ୍ୟ କରିବ ତା’ହେଲେ ଦଳ ଛାଡ଼ିବାକୁ ପଡ଼ିବ ବୋଲି ସେ କହିଛନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ
କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର