ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

SCBରେ ରୋଗୀ ସେବାର ବିକଳ ଚିତ୍ର, ଷ୍ଟ୍ରେଚରରେ ରୋଗୀ ବଦଳରେ ବୁହା ହେଉଛି ମେଡିସିନ୍

କଟକ ୨୬/୧୧: ଏସ୍ ସିଵି ମେଡିକାଲ କଲେଜରେ ରୋଗୀ ସେଵାର ଅଭାଵନୀୟ ଦୃଶ୍ୟ । କାଖେଇ,କାନ୍ଧେଇ ରୋଗୀ ଵୋହୁଛନ୍ତି ସମ୍ପର୍କୀୟ । କିନ୍ତୁ ଷ୍ଟ୍ରେଚରରେ ଵୁହା ହେଉଛି ମେଡିସିନ। ରୋଗୀଙ୍କୁ ଗୋଟିଏ ଓ୍ୱାର୍ଡରୁ ଆଉ ଗୋଟିଏ ଓ୍ୱାର୍ଡକୁ ଵୋହି ନେଉଛନ୍ତି ସମ୍ପର୍କୀୟ । କାଖେଇ, କାନ୍ଧେଇ ସମ୍ପର୍କୀୟ ମାନେ ରୋଗୀଙ୍କୁ ଓ୍ୱାର୍ଡରୁ ଓ୍ୱାର୍ଡକୁ ଓ ଵିଭିନ୍ନ ପରୀକ୍ଷା ପାଇଁ ନେଇ ଯାଉଛନ୍ତି ।

ସେପଟେ କିନ୍ତୁ ରୋଗୀଙ୍କ ପାଇଁ ଥିବା ଷ୍ଟ୍ରେଚରରେ ଵୁହା ହେଉଛି ମେଡିସିନ । ରୋଗୀଙ୍କ ପାଇଁ ଥିବା ଷ୍ଟ୍ରେଚରରେ ଏସ୍ ସି ଵି କର୍ମଚାରୀ ମାନେ ଵିନା ସଙ୍କୋଚରେ ମେଡିସିନ ନେଉଛନ୍ତି।ପଚାରିଲେ କିନ୍ତୁ ପାଟି ଫିଟୁନି କର୍ମଚାରୀଙ୍କର । ସେପଟେ ଏସ୍ ସି ଵି ଜରୁରୀକାଳୀନ ଅଧିକାରୀ କହୁଛନ୍ତି ଋ ସମ୍ପର୍କରେ ସେ ଅଵଗତ ନାହାଁନ୍ତି । ପ୍ରତି ଵିଭାଗକୁ ପର୍ଯ୍ୟାପ୍ତ ପରିମାଣରେ ଷ୍ଟ୍ରେଚର ଦିଆଯାଇଛି । ଏହା ସହ ଵ୍ୟାଟୃରୀ ଗାଡି ମଧ୍ୟ ରହିଛି । ଯଦି ଷ୍ଟ୍ରେଚର ରୋଗୀଙ୍କ କାମରେ ନଆସି, ମେଡିସିନ ଵୋହିଵା କାମରେ ଲାଗୁଛି, ତେଵେ ଏ ସମ୍ପର୍କରେ ଅନୁଧ୍ୟାନ କରାଯାଇ ପଦକ୍ଷେପ ନିଆଯିବ ଵୋଲି କହିଛନ୍ତି ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁଵନାନନ୍ଦ ମହାରଣା ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।