ଖେଳ ଦେଶ ବିଦେଶ ରାଜ୍ୟ

IPL ଫାଇଟ୍: ଆଜି ରୟାଲସ୍-ହାଇଦ୍ରାବାଦ୍ ମୁକାବିଲା, ବିଜୟ ଲକ୍ଷ୍ୟରେ ଓହ୍ଲାଇବ ବିରାଟ ବାହିନୀ

ଚେନ୍ନାଇ ୧୪/୦୪: ଆଜି ଆଇପିଏଲରେ ମୁହାଁମୁହିଁ ହେବେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ସନରାଇଜର୍ସ ହାଇଦ୍ରାବାଦ । ପ୍ରଥମ ମ୍ୟାଚ୍ ଜିତି ବିଜୟ ଲକ୍ଷ୍ୟରେ ପିଚକୁ ଓହ୍ଲାଇବ ବିରାଟ ବାହିନୀ । ସେହିପରି

ଆରମ୍ଭରୁ ପରାଜୟ ହାସଲ କରିଥିବା ଓ୍ୱାର୍ଣ୍ଣରଙ୍କ ଟିମ୍ ବିଜୟ ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟରେ ଅଛି । ଚେନ୍ନାଇ ଏମ.ଏ ଚିଦାମ୍ୱରମ ଷ୍ଟାଡିୟମରେ ଖେଳାଯିବ ଏହି ମ୍ୟାଚ୍ । ଡେଭିଡ ୱାର୍ଣ୍ଣର ଏବଂ କେନ୍ ୱିଲିୟମସନ ପୁନର୍ବାର ସେମାନଙ୍କର ବ୍ୟାଟିଂ ସୁପରଷ୍ଟାର ହେବେ ବୋଲି ଆଶା କରାଯାଉଛି । ସେହିଭଳି ମନୀଷ ପାଣ୍ଡେ ଏବଂ ଜନି ବେୟାରଷ୍ଟୋ ସେମାନଙ୍କ ବେଷ୍ଟ ଦେବାକୁ ଚେଷ୍ଟା କରିପାରନ୍ତି । ପୂର୍ବ ମ୍ୟାଚରେ ପର୍ପଲ ବ୍ରିଗେଡଙ୍କ ଠାରୁ ଭଲ ପଦର୍ଶନ କରିଥିବା ବେଳେ ଆଜିର ମୁକାବିଲାରେ ଅରେଞ୍ଜ ଆର୍ମି ଏହାର ପ୍ରତିଶୋଧ ନେବାର ଯୋଜନାରେ ରହିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ